ଓଡିଶା

odisha

ETV Bharat / state

ଓଲିଉଡ ଷ୍ଟାର ଦମ୍ପତ୍ତି ବିବାହ ବିଚ୍ଛେଦ ମାମଲା, ବର୍ଷାଙ୍କ ଆବେଦନକୁ ଖାରଜ କଲେ କୋର୍ଟ - ଅନୁଭବ ମହାନ୍ତି

ଅନୁଭବ-ବର୍ଷା ବିବାହ ବିଚ୍ଛେଦ ମାମଲା । ଅନୁଭବଙ୍କ ଏକ ମାମଲାକୁ ଖାରଜ ପାଇଁ ବର୍ଷାଙ୍କ ପକ୍ଷରୁ କଟକ ଫ୍ୟାମିଲି କୋର୍ଟରେ ଆଗତ ଆବେଦନକୁ ଖାରଜ କଲେ କୋର୍ଟ । ଅଧିକ ପଢନ୍ତୁ...

ଓଲିଉଡ ଷ୍ଟାର ଦମ୍ପତ୍ତି ବିବାହ ବିଚ୍ଛେଦ ମାମଲା, ବର୍ଷାଙ୍କ ଆବେଦନକୁ ଖାରଜ କଲେ କୋର୍ଟ
ଓଲିଉଡ ଷ୍ଟାର ଦମ୍ପତ୍ତି ବିବାହ ବିଚ୍ଛେଦ ମାମଲା, ବର୍ଷାଙ୍କ ଆବେଦନକୁ ଖାରଜ କଲେ କୋର୍ଟ

By

Published : Aug 31, 2021, 8:16 PM IST

କଟକ: ଓଲିଉଡର ସୁପରହିଟ୍ ଯୋଡି ତଥା ସାଂସଦ ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀ ବିବାହ ବିଚ୍ଛେଦ ମାମଲା । ବର୍ଷାଙ୍କ ଏକ ଆବେଦନକୁ ଖାରଜ କଲେ କୋର୍ଟ ।

ଅନୁଭବଙ୍କ ଦ୍ବାରା ଦାୟର ମାମଲାକୁ ଖାରଜ ପାଇଁ ବର୍ଷାଙ୍କ ପକ୍ଷରୁ କଟକ ଫ୍ୟାମିଲି କୋର୍ଟରେ ଆବେଦନ କରାଯାଇଥିଲା । ଏହି ଆବେଦନକୁ କୋର୍ଟ ଖାରଜ କରିଛନ୍ତି । ଆବେଦନକାରୀ ଏଥିରେ ଦର୍ଶାଇଥିଲେ ଯେ ମୂଳ ବିବାହ ବିଚ୍ଛେଦ ମାମଲାରେ ତ୍ରୁଟି ରହିଛି । ତେବେ କୋର୍ଟ ଏହାକୁ ଗ୍ରହଣ କରିନଥିଲେ । ମାମଲାର ପରବର୍ତ୍ତୀ ଶୁଣାଣି ସେପ୍ଟେମ୍ବର ୧୪ ତାରିଖରେ ହେବା ନେଇ ଜଣାପଡିଛି ।

ଓଲିଉଡ ଷ୍ଟାର ଦମ୍ପତ୍ତି ବିବାହ ବିଚ୍ଛେଦ ମାମଲା, ବର୍ଷାଙ୍କ ଆବେଦନକୁ ଖାରଜ କଲେ କୋର୍ଟ

ସୂଚନାଥାଉ କି, ଅନୁଭବ ବର୍ଷାଙ୍କୁ ଛାଡ଼ପତ୍ର ଦେବା ପାଇଁ ଆବେଦନ କରିଥିବାବେଳେ ବର୍ଷା ବୈବାହିକ ଜୀବନର ପୁନଃ ପ୍ରତିଷ୍ଠା ପାଇଁ କଟକ ପାରିବାରିକ କୋର୍ଟରେ ଆବେଦନ କରିଥିଲେ ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

...view details