କଟକ: ଆଜିଠାରୁ 45 ବର୍ଷରୁ ଉର୍ଦ୍ଧ୍ବ ବ୍ୟକ୍ତି ବିଶେଷଙ୍କୁ ଦିଆଯାଉଛି କୋଭିଡ ଟିକା। ବିନା କୌଣସି ଡାକ୍ତରୀ ସାର୍ଟିଫିକେଟରେ ଟିକା ନେଉଛନ୍ତି ସାଧାରଣ ଜନତା। ତେବେ ନିଜର ପରିଚୟ ପତ୍ର ପଞ୍ଜିକରଣ କରିବା ପରେ ଟିକା ନେଉଛନ୍ତି କଟକ ବାସିନ୍ଦା ।
ସିଲଭରସିଟିରେ ଟିକା ନେଲେ 45 ବର୍ଷରୁ ଉର୍ଦ୍ଧ୍ବ ବୟସ୍କ - 45 ବର୍ଷରୁ ଉର୍ଦ୍ଧ୍ବ ବୟସ୍କ ନେଲେ ଟିକା
ଆଜିଠାରୁ 45 ବର୍ଷରୁ ଉର୍ଦ୍ଧ୍ବ ବ୍ୟକ୍ତି ବିଶେଷଙ୍କୁ ଦିଆଯାଉଛି କୋଭିଡ ଟିକା। ବିନା କୌଣସି ଡାକ୍ତରୀ ସାର୍ଟିଫିକେଟରେ ଟିକା ନେଉଛନ୍ତି ସାଧାରଣ ଜନତା। ଅଧିକ ପଢନ୍ତୁ...
ସିଲଭରସିଟିରେ 45 ବର୍ଷରୁ ଉର୍ଦ୍ଧ୍ବ ବୟସ୍କ ନେଲେ ଟିକା
କୋଭିଡ ସଂକ୍ରମଣ ବୃଦ୍ଧିକୁ ଆଖି ଆଗରେ ରଖି ଟୀକାକରଣ ପ୍ରକ୍ରିୟାକୁ ଆହୁରି ତ୍ବରାନ୍ବିତ କରିବାକୁ ଲକ୍ଷ୍ୟ ରଖିଛନ୍ତି ସରକାର । ତେବେ ଯେଉଁମାନେ ଟିକା ନେଉଛନ୍ତି ସେମାନେ ବେଶ୍ ଉତ୍ସାହିତ ଅଛନ୍ତି ।
କଟକରୁ ପ୍ରଭୂକଲ୍ୟାଣ ପାଲ୍, ଇଟିଭି ଭାରତ