କଟକ: ହାଇକୋର୍ଟରେ ଶ୍ରଦ୍ଧାଞ୍ଜଳିଙ୍କ ଆଗୁଆ ଜାମିନ ଆବେଦନର ମାମଲା । ତଳ କୋର୍ଟରେ ଶ୍ରଦ୍ଧାଞ୍ଜଳିଙ୍କୁ ହାଜର ହେବାକୁ ନିର୍ଦ୍ଦେଶ । ନିର୍ଦ୍ଦେଶ ଦେଲେ ଓଡିଶା ହାଇକୋର୍ଟ । ତଳ କୋର୍ଟ ହାଜର ପାଇଁ ଶ୍ରଦ୍ଧାଞ୍ଜଳିଙ୍କୁ ସମନ ଜାରି କରିଛନ୍ତି । ତେଣୁ ଆଗୁଆ ଜାମିନ ଶୁଣାଣିର ବୈଧତା ନଥିବା କହିଲେ ହାଇକୋର୍ଟ । ତଳକୋର୍ଟରେ ହାଜର ହୋଇ ଜାମିନରେ ଯାଇ ପାରିବେ । ଜଷ୍ଟିସ ସି.ଆର ଦାଶଙ୍କ ଖଣ୍ଡପୀଠରେ ଥିଲା ମାମଲାର ଶୁଣାଣି ।
ହାଇକୋର୍ଟରେ ଶ୍ରଦ୍ଧାଞ୍ଜଳି ଜାମିନ ମାମଲା, ତଳ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ - ଅର୍ଚ୍ଚନା ନାଗଙ୍କ ସହଯୋଗୀ ଶ୍ରଦ୍ଧାଞ୍ଜଳି
ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ସହଯୋଗୀ ଶ୍ରଦ୍ଧାଞ୍ଜଳିଙ୍କ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ ମାମଲା । ତଳ କୋର୍ଟରେ ହାଜର ହେବାକୁ ଆସିଲା ନିର୍ଦ୍ଦେଶ । ଅଧିକ ପଢନ୍ତୁ
Etv Bharat
ଇଟିଭି ଭାରତ, କଟକ