ଓଡିଶା

odisha

By

Published : Sep 25, 2019, 5:46 AM IST

ETV Bharat / state

ରୋଚକ ମୋଡରେ ନିହାରିକା ମର୍ଡର ମିଷ୍ଟ୍ରି

ଥମୁନି ନିହାରିକା ମର୍ଡର ମିଷ୍ଟ୍ରିର ରହସ୍ୟ । ଏନେଇ ମଙ୍ଗବାର ଜଗତସିଂହପୁର ପୋଲିସ ଓ 3 ଜଣିଆ ଫରେନ୍ସସିକ୍‌ ଦଳ ଆସି କଟକ ଚାଉଳିଆଗଞ୍ଜ ଅପର୍ଣ୍ଣା ନଗର ସ୍ଥିତ ହତ୍ୟାକାଣ୍ଡ ଘଟିଥିବା ଘରେ ଆଉ ଥରେ କରିଛନ୍ତି ଛାନବିନ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ

କଟକ: ଥମୁନି ନିହାରିକା ମର୍ଡର ମିଷ୍ଟ୍ରିର ରହସ୍ୟ । ଏବେ ବି ଚାପି ହୋଇ ରହିଛି କିଛି ସତ। ଏନେଇ ଆଜି ଜଗତସିଂହପୁର ପୋଲିସ ଓ 3 ଜଣିଆ ଫରେନ୍ସସିକ୍‌ ଦଳ ଆସି କଟକ ଚାଉଳିଆଗଞ୍ଜ ଅପର୍ଣ୍ଣା ନଗର ସ୍ଥିତ ହତ୍ୟାକାଣ୍ଡ ଘଟିଥିବା ଘରେ ଆଉ ଥରେ କରିଛନ୍ତି ଛାନବିନ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ତିନି ଜଣିଆ ଫରନେସିକ ଟିମ ସହ ଉପସ୍ଥିତ ଥିଲେ ଜଗତସିଂହପୁର ଏସଡିପି ଓ ବିରିଡି ଥାନା ଆଇଆଇସି । ଉକ୍ତ ଘର ଦେଢ଼ ଘଣ୍ଟା ଧରି ତନ୍ନତନ୍ନ ଯାଞ୍ଚ କରିଥିଲେ ସାଇଣ୍ଟିଫିକ ଦଳର ସଦସ୍ୟମାନେ। ତେବେ ଏହି ଛାନଭିନରୁ କିଛି ମାତ୍ରାରେ ସୁରାଗ ମିଳିଥିବା ସୂଚନା ଦେଇଛନ୍ତି ଜଗତସିଂହପୁର ଏସଡିପିଓ । ତେବେ ରାଜା ରିମାଣ୍ଡରେ ଆସିଛି ପୁଣି କିଛି ସତ ବାହାରିବ କି । ତାହା ଆଗାମୀ ସମୟ କହିବ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

...view details