ଓଡିଶା

odisha

By

Published : May 4, 2021, 11:47 AM IST

Updated : May 4, 2021, 12:30 PM IST

ETV Bharat / state

20ରୁ କମ ଛାତ୍ରଛାତ୍ରୀ ଥିବା ସ୍କୁଲ ବନ୍ଦ ପ୍ରସଙ୍ଗ, ସରକାରଙ୍କ ନିଷ୍ପତ୍ତିକୁ ରଦ୍ଦ କଲେ ହାଇକୋର୍ଟ

20ରୁ କମ ଛାତ୍ରଛାତ୍ରୀ ଥିବା ସ୍କୁଲ ବନ୍ଦ ପ୍ରସଙ୍ଗ, ସରକାରଙ୍କ ନିଷ୍ପତ୍ତିକୁ ରଦ୍ଦ କଲେ ହାଇକୋର୍ଟ
20ରୁ କମ ଛାତ୍ରଛାତ୍ରୀ ଥିବା ସ୍କୁଲ ବନ୍ଦ ପ୍ରସଙ୍ଗ, ସରକାରଙ୍କ ନିଷ୍ପତ୍ତିକୁ ରଦ୍ଦ କଲେ ହାଇକୋର୍ଟ

11:42 May 04

20ରୁ କମ ଛାତ୍ରଛାତ୍ରୀ ଥିବା ସ୍କୁଲ ବନ୍ଦ ପ୍ରସଙ୍ଗ, ସରକାରଙ୍କ ନିଷ୍ପତ୍ତିକୁ ରଦ୍ଦ କଲେ ହାଇକୋର୍ଟ

କଟକ: ରାଜ୍ୟର ବିଭିନ୍ନ ସ୍କୁଲରେ 20ରୁ କମ ଛାତ୍ରଛାତ୍ରୀ ଥିବା ସ୍କୁଲ ବନ୍ଦ ପ୍ରସଙ୍ଗ । ସରକାରଙ୍କ ନିଷ୍ପତିକୁ ରଦ୍ଦ କଲେ ହାଇକୋର୍ଟ । ପୂର୍ବରୁ ନିଷ୍ପତିକୁ ସ୍ଥଗିତ ରଖିଲେ କୋର୍ଟ । ସରକାରଙ୍କ ବିଜ୍ଞପ୍ତି ବିରୋଧରେ ହାଇକୋର୍ଟ ଯାଇଥିଲେ ଅଭିଭାବକ ।  

୨୦୨୦ ମାର୍ଚ୍ଚ ୧୧ ତାରିଖରେ ନୋଟିଫିକେସନ କରିଥିଲେ ହାଇକୋର୍ଟ । ୨୦ ରୁ କମ ପିଲା ଥିବା ସ୍କୁଲ ନିକଟସ୍ଥ ସ୍କୁଲରେ ମିଶିବାର ପ୍ରସ୍ତାବ ରହିଥିଲା । ଅନେକ ସ୍କୁଲ ମିଶ୍ରଣ ମଧ୍ୟ ହୋଇ ସାରିଥିଲା । ଏହାକୁ ହାଇକୋର୍ଟରେ ଚାଲେଞ୍ଜ କରି ଏକାଧିକ ମାମଲା ରୁଜୁ ହୋଇଥିଲା । ଜଷ୍ଟିସ ବି ଆର ଷଡ଼ଙ୍ଗୀଙ୍କ ଜଣିକିଆ ଖଣ୍ଡପୀଠଙ୍କ ନିର୍ଦ୍ଦେଶନାମା । ଗତ ୨୭ ଶୁଣାଣି ଶେଷ ହୋଇ ରାୟ ସଂରକ୍ଷିତ ରହିଥିଲା । 

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Last Updated : May 4, 2021, 12:30 PM IST

For All Latest Updates

ABOUT THE AUTHOR

...view details