ଓଡିଶା

odisha

ETV Bharat / state

4ଟି କୃତ୍ରିମ ପୋଖରୀରେ ବିସର୍ଜନ ହେବେ ମା'

ମା'ଙ୍କ ମେଲାଣି ପାଇଁ ପ୍ରସ୍ତୁତ ସିଲଭର ସିଟିର ସମସ୍ତ ପୂଜା ମଣ୍ଡପ । ଏଥିପାଇଁ କଟକ ପୁରୀଘାଟ ଠାରେ ପ୍ରସ୍ତୁତ ହୋଇଛି 4ଟି କୃତ୍ରିମ ପୋଖରୀ । ଏହି କୃତ୍ରିମ ପୋଖରୀରେ ବିସର୍ଜନ ହେବେ ମା' ।

By

Published : Oct 8, 2019, 9:16 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ

କଟକ: ବୁଧବାର ଜଗତଜନନୀ ମା' ଦୁର୍ଗା ମେଲାଣି ନେବେ । ମା'ଙ୍କ ମେଲାଣି ପାଇଁ ପ୍ରସ୍ତୁତ ସିଲଭର ସିଟିର ସମସ୍ତ ପୂଜା ମଣ୍ଡପ । ଜଗତଜନନୀଙ୍କ ବିସର୍ଜନ ପାଇଁ କଟକ ପୁରୀଘାଟ ଠାରେ ପ୍ରସ୍ତୁତ ହୋଇଛି 4ଟି କୃତ୍ରିମ ପୋଖରୀ । ଏହି କୃତ୍ରିମ ପୋଖରୀରେ ବିସର୍ଜନ ହେବେ ମା' ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଏହି କୃତ୍ରିମ ପୋଖରୀ ନିର୍ମାଣ କରାଯାଇଛି । ପମ୍ପ ଯୋଗେ ଏହି କୃତ୍ରିମ ପୋଖରୀରେ ପାଣି ଭର୍ତ୍ତି କରାଯିବ । ଏଥିପାଇଁ ସିଏମସି ପକ୍ଷରୁ ୭ଟି ପମ୍ପର ବ୍ୟବସ୍ଥା କରାଯାଇଛି । ତେବେ ଶାନ୍ତିଶୃଙ୍ଖଳାର ସହ ଭସାଣି ଉତ୍ସବ ପାଳନ କରାଯିବ ବୋଲି ଆଶା ପ୍ରକଟ କରିଛନ୍ତି କଟକ ମହାନଗର ଶାନ୍ତି କମିଟି ସଭାପତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details