ଓଡିଶା

odisha

ETV Bharat / state

ମୁଣ୍ଡଳୀରେ ଚାଲିଛି ବନ୍ୟାଜଳ, ତଳିଆ ଅଞ୍ଚଳ ପାଇଁ ବଢିଲା ବିପଦ - cuttack latest news

ଶନିବାର ସକାଳ ୯ ଟା ସୁଦ୍ଧା ମୁଣ୍ଡଳୀ ଦେଇ ୯ ଲକ୍ଷ ୧୮ ହଜାର ୩୮୩ କ୍ୟୁସେକ ବନ୍ୟାଜଳ ପ୍ରବାହିତ ହେଉଛି ।

ମୁଣ୍ଡଳୀରେ ପ୍ରଭାବିତ ହେଲା ବନ୍ୟାଜଳ
ମୁଣ୍ଡଳୀରେ ପ୍ରଭାବିତ ହେଲା ବନ୍ୟାଜଳ

By

Published : Aug 29, 2020, 10:29 AM IST

କଟକ: ଶନିବାର ସକାଳ ୯ଟା ସୁଦ୍ଧା ମୁଣ୍ଡଳୀ ଦେଇ ୯ ଲକ୍ଷ ୧୮ ହଜାର ୩୮୩ କ୍ୟୁସେକ ବନ୍ୟାଜଳ ପ୍ରବାହିତ ହେଉଛି । ନରାଜରେ ୪ ଲକ୍ଷ ୫୬ ହଜାର ୧୩୬ କ୍ୟୁସେକ ବନ୍ୟାଜଳ କାଠଯୋଡ଼ିକୁ ନିଷ୍କାସିତ ହେଉଥିବା ବେଳେ ଅବଶିଷ୍ଟ ଯୋବ୍ରା ଆନିକଟରେ ମହାନଦୀକୁ ନିଷ୍କାସିତ ହେଉଛି।

ଚଳିତବର୍ଷ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ମଧ୍ୟମରୁ ବଡ଼ ବନ୍ୟାର ସମ୍ଭାବନା ମଧ୍ୟ ରହିଛି । ବିଶେଷକରି ତଳିଆ ଅଞ୍ଚଳ ପାଇଁ ବିପଦ ମଧ୍ୟ ରହିଛି । ସବୁଠାରୁ ବଡ଼ କଥା ହେଉଛି ଏହି ବନ୍ୟାଜଳ ଆହୁରି ବଢିବାର ସମ୍ଭାବନା ମଧ୍ୟ ରହିଥିବା ନରାଜ ବ୍ୟାରେଜ ଯନ୍ତ୍ରୀ କହିଛନ୍ତି।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details