କଟକ: ବଢୁଛି କୋରୋନା କାୟା । କଟକ ମହାନଗର ନିଗମରେ ଶୁକ୍ରବାର ୨୯୯ ପଜିଟିଭ ଚିହ୍ନଟ କରାଯାଇଛି । ସେଥିରୁ ୮୫ ଜଣ ହୋମକ୍ୱାରଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ ୭୧ ଜଣ ଶିକ୍ଷାନୁଷ୍ଠାନ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଛନ୍ତି। ୧୪୩ ଜଣ ସ୍ଥାନୀୟ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
କଟକ ମହାନଗର ନିଗମରେ ପୁଣି ୨୯୯ କୋରୋନା ପଜିଟିଭ ଚିହ୍ନଟ - corona news
କଟକ ମହାନଗର ନିଗମରେ ଶୁକ୍ରବାର ୨୯୯ ପଜିଟିଭ ଚିହ୍ନଟ କରାଯାଇଛି। ଏପର୍ଯ୍ୟନ୍ତ କଟକ ମହାନଗର ନିଗମ ଅଞ୍ଚଳରୁ ୧୦ ହଜାର ୮୭୫ ଆକ୍ରାନ୍ତ ଚିହ୍ନଟ କରାଯାଇଥିଲା ବେଳେ ୮୧୭୬ ଜଣ ସୁସ୍ଥ ହୋଇ ଫେରିଛନ୍ତି।
କଟକ ମହାନଗର ନିଗମରେ ପୁଣି ୨୯୯କଟକ ମହାନଗର ନିଗମରେ ପୁଣି ୨୯୯ କୋରୋନା ପଜିଟିଭ ଚିହ୍ନଟ କୋରୋନା ପଜିଟିଭ ଚିହ୍ନଟ
ଏପର୍ଯ୍ୟନ୍ତ କଟକ ମହାନଗର ନିଗମ ଅଞ୍ଚଳରୁ ୧୦ ହଜାର ୮୭୫ ଆକ୍ରାନ୍ତ ଚିହ୍ନଟ କରାଯାଇଥିଲା ବେଳେ ୮୧୭୬ ଜଣ ସୁସ୍ଥ ହୋଇ ଫେରିଛନ୍ତି। ବର୍ତ୍ତମାନ ସୁଦ୍ଧା ୪୦ ଜଣଙ୍କର ମୃତ୍ୟୁ ଘଟିଛି। ସେହିପରି ୨୬୫୯ ଜଣ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ସିଏମସି ପକ୍ଷରୁ ସୂଚନା ଦିଆଯାଇଛି।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ