ରୋଗୀଙ୍କୁ ଘରୋଇ ହସ୍ପିଟାଲ ଯିବାକୁ ପ୍ରବର୍ତ୍ତାଇବା ଅଭିଯୋଗ, 6 ଦଲାଲ ଗିରଫ
ରୋଗୀଙ୍କୁ ଘରୋଇ ହସ୍ପିଟାଲକୁ ଯିବା ପାଇଁ ପ୍ରବର୍ତ୍ତାଇବା ଅଭିଯୋଗ, 6 ଦଲାଲ ଗିରଫ
11:52 April 02
ରୋଗୀଙ୍କୁ ଘରୋଇ ହସ୍ପିଟାଲକୁ ଯିବା ପାଇଁ ପ୍ରବର୍ତ୍ତାଇବା ଅଭିଯୋଗ, 6 ଦଲାଲ ଗିରଫ
କଟକ: ପୁଣି କଟକ ଏସସିବିରୁ ଗିରଫ ହେଲେ ଦଲାଲ । ସରକାରୀ ହସ୍ପିଟାଲରୁ ପ୍ରାଇଭେଟ ହସ୍ପିଟାଲ ଯିବା ପାଇଁ ସାଧାରଣ ରୋଗୀଙ୍କୁ ପ୍ରବର୍ତ୍ତାଉଥିବା ଅଭିଯୋଗରେ ୬ ଦଲାଲଙ୍କୁ ଗିରଫ କରିଛି ମଙ୍ଗଳାବାଗ ଥାନା ପୋଲିସ । ଗିରଫ ହୋଇଥିବା ଦଲାଲଙ୍କ ମଧ୍ୟରେ ୪ ଆମ୍ବୁଲାନ୍ସ କର୍ମଚାରୀ ଓ ୨ ଷ୍ଟାଫ ଥିବା କଟକ ଡିସିପି ସୂଚନା ଦେଇଛନ୍ତି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ
Last Updated : Apr 2, 2021, 12:39 PM IST