କଟକ: ଜିଲ୍ଲାରେ ଟୀକାକରଣ ସ୍ଥିତି ବେଶ ସନ୍ତୋଷଜନକ । ୫୫ରୁ ୬୦ ପ୍ରତିଶତ କୋଭିଡ ଟିକା ନେବାରେ ସଫଳ ହେଲାଣି ସିଲଭରସିଟି । ବ୍ଲକ ଓ ପଞ୍ଚାୟତସ୍ତରରେ ଘରଘର ଟୀକାକରଣ ପ୍ରକ୍ରିୟା ଆରମ୍ଭ ହୋଇଛି ।
'ସିଲଭରସିଟିରେ ଟୀକାକରଣ ବେଶ ସନ୍ତୋଷଜନକ'
କଟକ ଜିଲ୍ଲାରେ ଟୀକାକରଣ ସ୍ଥିତି ବେଶ ସନ୍ତୋଷଜନକ । ୫୫ ରୁ ୬୦ ପ୍ରତିଶତ କୋଭିଡ ଟିକା ନେବାରେ ସଫଳ ହେଲେଣି କଟକବାସୀ । ଅଧିକ ପଢନ୍ତୁ...
ସିଲଭରସିଟିରେ ଟୀକାକରଣ ବେଶ ସନ୍ତୋଷ ଜନକ
ଟିକାର ଅଭାବ ନାହିଁ । ଲୋକମାନେ ମଧ୍ୟ ଅନଲାଇନ ଓ ଅଫଲାଇନ ଟିକା ନେଇ ଆତ୍ମସନ୍ତୋଷ ପ୍ରକାଶ କରୁଛନ୍ତି । ତେବେ ଶିଶୁଙ୍କୁ ଟିକା ଦେବା ପାଇଁ ପ୍ରସ୍ତୁତ ଅଛି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ । କେବଳ ସରକାରଙ୍କ ଅର୍ଡର ଆସିଲେ ଟିକା କାର୍ଯ୍ୟକ୍ରମ ଆରମ୍ଭ ହେବ ବୋଲି କଟକ CDMO ସତ୍ୟବ୍ରତ ଛୋଟରାଏ କହିଛନ୍ତି ।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ