ଓଡିଶା

odisha

ETV Bharat / state

ରାହୁଲଙ୍କ ମାଷ୍ଟର ଷ୍ଟ୍ରୋକକୁ ପିସିସି ମୁଖିଆଙ୍କ ସମର୍ଥନ

ରାହୁଲଙ୍କ ମାଷ୍ଟର ଷ୍ଟ୍ରୋକକୁ ପିସିସି ମୁଖିଆଙ୍କ ସମର୍ଥନ । କଂଗ୍ରେସ କ୍ଷମତାକୁ ଆସିଲେ ଅତି ଗରବ ପରିବାରକୁ ବାର୍ଷିକ 72 ହଜାର ମିଳିବ ବୋଲି କହିଛନ୍ତି ।

By

Published : Mar 26, 2019, 11:11 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା,ଭୁବନେଶ୍ବର

ଭୁବନେଶ୍ବର: ସୋମବାର ଅଖିଲ ଭାରତୀୟ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ଏକ ନିର୍ବାଚନ ସଭାରେ ଗରିବୀ କାର୍ଡ ଖେଳିଥିଲେ । ଯଦି ଦେଶରେ କଂଗ୍ରେସ ସରକାର କ୍ଷମତାକୁ ଆସେ ତାହେଲେ ଦେଶର ସମସ୍ତ ଗରିବ ପରିବାରକୁ ମାସକୁ 6 ହଜାର ଅର୍ଥାତବାର୍ଷିକ 72 ହଜାର ଟଙ୍କା ସହାୟତା ଯୋଗାଇ ଦିଆଯିବ ବୋଲି ଘୋଷଣା କରିଥିଲେ । ରାହୁଲ ଗାନ୍ଧୀଙ୍କ ଏହି ଘୋଷଣାକୁ ରାଜ୍ୟ କଂଗ୍ରେସ ଯୋରଦାର ପ୍ରଚାର ପ୍ରସାର କରିବାରେ ଲାଗିପଡିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଆଜି ଏ ସମ୍ପର୍କରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ନିଜ ମତ ରଖି କହିଛନ୍ତି ଏହା ଦ୍ବରା ଓଡିଶା, ଝାଡଖଣ୍ଡଓ ଛତିଶଗଡ ଭଳି ରାଜ୍ୟ ଲାଭାନ୍ବିତ ହେବେ ।

ଭୁବନେଶ୍ବରରୁ ଜ୍ଞାନଦର୍ଶି ସାହୁ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details