ଓଡିଶା

odisha

ETV Bharat / state

ଅଗଷ୍ଟ 3ରେ ମହାନଦୀ ଟ୍ରିବ୍ୟୁନାଲର ପରବର୍ତ୍ତୀ ଶୁଣାଣି

ମହାନଦୀ ଜଳ ବିବାଦ ମାମଲାର ପରବର୍ତ୍ତୀ ଶୁଣାଣୀ ଅଗଷ୍ଟ 3କୁ ଘୁଞ୍ଚିଛି । ଅକ୍ଟୋବର ୧୯ ସୁଦ୍ଧା ସମସ୍ତ ରାଜ୍ୟ କାଗଜପତ୍ର ଦାଖଲ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

By

Published : Jul 13, 2019, 1:59 PM IST

ଫାଇଲ ଫଟୋ

ନୂଆଦିଲ୍ଲୀ: ଅଗଷ୍ଟ 3କୁ ଘୁଞ୍ଚିଲା ମହାନଦୀ ଜଳ ବିବାଦ ମାମଲାର ପରବର୍ତ୍ତୀ ଶୁଣାଣୀ । ଓଡିଶାର ମଧ୍ୟବର୍ତ୍ତୀକାଳୀନ ଆବେଦନ ଉପରେ ଶୁଣାଣି କରି ଅକ୍ଟୋବର ୧୯ ସୁଦ୍ଧା ସମସ୍ତ ରାଜ୍ୟ କାଗଜପତ୍ର ଦାଖଲ କରିବାକୁ ନିର୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ।

ଅକ୍ଟୋବର ୧୯ରୁ ଆରମ୍ଭ ହେବ ମୂଳ ମାମଲାର ଶୁଣାଣି ହେବା ନେଇ ସୁପ୍ରିମ କୋର୍ଟ କହିଛନ୍ତି ।

ABOUT THE AUTHOR

...view details