ଭୁବନେଶ୍ବର: ପ୍ରତିବର୍ଷ ବାତ୍ୟା ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହେଉଥିବା ବେଳେ ବିପର୍ଯ୍ୟୟ ନିରୋଧକ ଭିତ୍ତିଭୂମି ପ୍ରତିଷ୍ଠା ପାଇଁ ଓ୍ଵାର୍ଲ୍ଡ ବ୍ୟାଙ୍କର ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା କରିଛନ୍ତି ।
ଏହା ସହ ରାଜ୍ୟ ସରକାର ଇଣ୍ଟରନ୍ୟାସନାଲ ମନିଟାରି ଫଣ୍ଡ ସହ ଆଲୋଚନା କରିଛନ୍ତି । ମୁଖ୍ୟ ଶାଶନ ସଚିବଙ୍କ ସହ ବୈଠକ ପରେ ମୁଖ୍ୟମନ୍ତ୍ରୀ ସହ ଏହି ଆଲୋଚନା ହୋଇଛି ।