ଭୁବନେଶ୍ବର: ବିଜୁ ଜନତା ଦଳର ନୀତି ଓ ଆଦର୍ଶ ଯୋଗୁଁ ଟାଣି ହୋଇଆସୁଛନ୍ତି ଶତାଧିକ କର୍ମୀ । ଏହାର ସୁଶାସନ ଯୋଗୁଁ ଦଳରେ ସାମିଲ ହୋଇଛନ୍ତି ରାଷ୍ଟ୍ରୀୟ ସାମାଜିକ ନ୍ୟାୟ ମଞ୍ଚର ଅଧ୍ୟକ୍ଷ ତଥା ଆଇନଜୀବୀ ମାନସ ଦାସ । ତେବେ ମାନସଙ୍କ ସହ ଦଳରେ ସାମିଲ ହୋଇଛନ୍ତି ଶତାଧିକ କର୍ମକର୍ତ୍ତା ।
ଶତାଧିକ ସମର୍ଥକଙ୍କ ସହ ବିଜେଡିରେ ମିଶିଲେ ଆଇନଜୀବୀ ମାନସ ଦାସ - ଭୁବନେଶ୍ବର
ବିଜୁ ଜନତା ଦଳର ନୀତି ଓ ଆଦର୍ଶ ଯୋଗୁଁ ଟାଣି ହୋଇଆସୁଛନ୍ତି ଶତାଧିକ କର୍ମୀ । ଏହାର ସୁଶାସନ ଯୋଗୁଁ ଦଳରେ ସାମିଲ ହୋଇଛନ୍ତି ରାଷ୍ଟ୍ରୀୟ ସାମାଜିକ ନ୍ୟାୟ ମଞ୍ଚର ଅଧ୍ୟକ୍ଷ ତଥା ଆଇନଜୀବୀ ମାନସ ଦାସ ।
ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
ଅନ୍ୟପଟେ ମାନସ ଓ ତାଙ୍କ ପତ୍ନୀ ଦଳରେ ସାମିଲ ହେବା ଦ୍ବାରା ଦଳ ଆହୁରି ମଜବୁତ୍ ହେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମତ ରଖିଛନ୍ତି । ଏଥିସହ ଏହି ମିଶ୍ରଣ ଭୁବନେଶ୍ବର ଉତ୍ତର ନିର୍ବାଚନ ମଣ୍ଡଳୀରେ ଦଳକୁ ଶକ୍ତିଶାଳୀ କରିବ ବୋଲି କୁହାଯାଉଛି ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ