ଓଡିଶା

odisha

ETV Bharat / state

ପୁଅ ଆଗୁଆ, ବାପ ପଛୁଆ

ଦାମ ପଛରେ, ହେଲେ ପୁଅ ସମ୍ବିତ ଆଗରେ ।

By

Published : May 23, 2019, 3:53 PM IST

Updated : May 23, 2019, 5:45 PM IST

ଡିଜାଇନ ଫଟୋ

ଭୁବନେଶ୍ବର: ରୋଚକ ସ୍ଥିତିରେ ଓଡିଶାର ନିର୍ବାଚନ ଫଳାଫଳ। ଗଣତି ଟ୍ରେଣ୍ଡ କହୁଛି ପୁଅ ଆଗୁଆ, ବାପ ପଛୁଆ । ଦାମ ରାଉତ ଓ ତାଙ୍କ ପୁଅ ସମ୍ବିତଙ୍କ କ୍ଷେତ୍ରରେ ସୃଷ୍ଟି ହୋଇଛି ଏପରି ଅବସ୍ଥା ।

ବିଜେପିର ବାଲିକୁଦା-ଏରସମା ପ୍ରାର୍ଥୀ ଦାମ ରାଉତ ପଛରେ ଅଛନ୍ତି । ଦାମ ନିକଟତମ ପ୍ରତିଦ୍ବନ୍ଦ୍ବୀଙ୍କ ଠାରୁ ପ୍ରାୟ 3568 ଖଣ୍ଡ ଭୋଟରେ ପଛରେ ପଡ଼ିଯାଇଛନ୍ତି । ହେଲେ ବିଜେଡି ଟିକେଟର ପାରାଦ୍ବୀପରୁ ପ୍ରାର୍ଥୀ ହୋଇଥିବା ପୁଅ ସମ୍ବିତ କିନ୍ତୁ ଆଗୁଆ ଅଛନ୍ତି ।

Last Updated : May 23, 2019, 5:45 PM IST

ABOUT THE AUTHOR

...view details