ଓଡିଶା

odisha

ETV Bharat / state

ବାତ୍ୟା ବିପନ୍ନଙ୍କୁ IPS ସଂଘ ଦେଲା 10 ଲକ୍ଷ ଟଙ୍କାର ସହାୟତା - cmrf

ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିଙ୍କୁ IPSସଂଘ ଦେଲା 10 ଲକ୍ଷ ଟଙ୍କା । ଜଣଙ୍କ 10 ହଜାର ଲେଖାଁଏ ସହାୟତା ରାଶି ଦେଇଛନ୍ତି ।

ଫଟୋ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର

By

Published : May 10, 2019, 8:09 PM IST

ଭୁବନେଶ୍ବର: ଓଡିଶା IAS ସଂଘ ପରେ ବାତ୍ୟା ବିପନ୍ନଙ୍କୁ ଓଡିଶା IPS ସଂଘର ସହାୟତା । ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିଙ୍କୁ IPS ସଂଘର ଦେଲା 10 ଲକ୍ଷ ଟଙ୍କା । IPS ସଂଘର ପ୍ରତ୍ୟେକ ସଦସ୍ୟ 10 ହଜାର ଲେଖାଁଏ ଅନୁଦାନ ରାଶି ଦେଇଛନ୍ତି ।


ଆଇପିଏସଙ୍କ ଏହି ବଦନ୍ୟତା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେମାନଙ୍କୁ ଧନ୍ୟବାଦ ଜଣାଇବା ସହ ପ୍ରଂଶସା କରିଛନ୍ତି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details