ଓଡିଶା

odisha

ETV Bharat / state

2ୟ ପର୍ଯ୍ୟାୟରେ କଂଗ୍ରେସର 2 ଲୋକସଭା ଓ 54 ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା

ପ୍ରକାଶ ପାଇଲା କଂଗ୍ରେସର 2ୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା । ଯେଁଉଥିରେ ରହିଛି 2 ଲୋକସଭା ଓ 54 ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାମ ।

By

Published : Mar 23, 2019, 5:49 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: କଂଗ୍ରେସ ପକ୍ଷରୁ ଶନିବାର ପ୍ରକାଶ ପାଇଛି ଦ୍ଵିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା । ଯେଉଁଥିରେ ରହିଛି ବଲାଙ୍ଗୀର ଓ କୋରାପୁଟ ପାଇଁ 2ଟି ଲୋକସଭା ଆସନ ସହ 54ଟି ବିଧାନସଭା ପାଇଁ ପ୍ରାର୍ଥୀଙ୍କ ନାମ ।

ଜାଣନ୍ତୁ କେଉଁ ଆସନ ପାଇଁ ଘୋଷଣା ହୋଇଛି କାହା ନାମ :

ଲୋକସଭା ପାଇଁ ପ୍ରାର୍ଥୀ ତାଲିକା :
ବଲାଙ୍ଗୀର- ସମରେନ୍ଦ୍ର ମିଶ୍ର
କୋରାପୁଟ- ସପ୍ତଗିରି ଉଲାକା

ବିଧାନସଭା ପାଇଁ ପ୍ରାର୍ଥୀ ତାଲିକା :
ବିଜେପୁର- ରିପୁନାଥ ସେଠ
ଭଟଲି- ସରୋଜ ମହାପାତ୍ର
ଝାରସୁଗୁଡ଼ା- ମହେନ୍ଦ୍ର ନାୟକ
ତାଳସରା- ଡ଼ଃ ପ୍ରଫୁଲ୍ଲ ମାଝୀ
ସୁନ୍ଦରଗଡ଼- ଅମିତା ବିଶ୍ବାଳ
ରଘୁନାଥପଲ୍ଲୀ- ପ୍ରଶାନ୍ତ ସେଠୀ
ରାଉଲକେଲା- ମୁକ୍ତିକାନ୍ତ ବିଶ୍ବାଳ
କୁଚିଣ୍ଡା- ଶୋଭରାମ ପ୍ରଧାନ
ରେଙ୍ଗାଳି- ବାଳ କୃଷ୍ଣ ରୋହିଦାସ
ସମ୍ବଲପୁର- ଅଶ୍ବିନୀ କୁମାର ଗୁରୁ
ରେଢ଼ାଖୋଲ- ଅସଫ ଅଲ୍ଲୀ ଖାନ
ଦେବଗଡ- ଉମାଶଙ୍କର ସାହୁ
ଆନନ୍ଦପୁର- ଜୟଦେବ ଜେନା
କେନ୍ଦୁଝର- ବିଦ୍ୟାଧର ଦେହୁରୀ
ଚମ୍ପୁଆ- ଯଦୁମଣି ବାରିକ
କରଞ୍ଜିଆ- ସୁଦାମ ଚରଣ ନାୟକ
ଜଲେଶ୍ବର- ସୁଦର୍ଶନ ଦାସ
ନିଳଗିରି- ମନୋଜମଞ୍ଜରୀ ଦେବୀ
କୋରେଇ- ବନ୍ଦିତା ପରିଡା
ଢେଙ୍କାନାଳ- ନବୀନ ନନ୍ଦ
ପାଲଲହଡା- ସୁବ୍ରତ ଗଡନାୟକ
ତାଳଚେର- ସୁରେଶ ଚନ୍ଦ୍ର ବେହେରା
ଅନୁଗୋଳ- ବିପ୍ଳବ ଜେନା
ଛେଣ୍ଡିପଦା- ସସ୍ମିତା ବେହେରା
ଆଠମଲ୍ଲିକ- ବିଜୟାନନ୍ଦ ଛୋଲିୟା
ସୋନପୁର- ଚିତ୍ତରଞ୍ଜନ ମିଶ୍ର
ଲୋଇସିଂହା- ନବ କିଶୋର ନାୟକ
ଟିଟିଲାଗଡ଼- ସୁରେନ୍ଦ୍ର ସିଂହ ଭୋଇ
କଣ୍ଟାବାଞ୍ଝି- ସନ୍ତୋଷ ସିଂ ସାଲୁଜା
ଉମରକୋଟ- ଯଶୋଦା ରାଣୀ ଗଣ୍ଡ
ଜୁନାଗଡ଼- ଅନିଲ ସିଂହ ଦେଓ
ଭବାନୀପାଟଣା- ସାଗର ଚରଣ ଦାସ
ନର୍ଲା- ଚିତ୍ତରଞ୍ଜନ ମଣ୍ଡଳ
ବାଙ୍କୀ- ଦେବାଶୀଷ ପଟ୍ଟନାୟକ
ଆଠଗଡ଼- ଉମା ବଲ୍ଲଭ ରଥ
ବାରବାଟୀ-କଟକ- ମହମ୍ମଦ ମୁକିମ
କଟକ ସଦର- ରତ୍ନାକର ବେହେରା
କେନ୍ଦ୍ରାପଡ଼ା- ଗଣେଶ୍ବର ବେହେରା
ଆଳି- ଦେବେନ୍ଦ୍ର ଶର୍ମା
ରାଜନଗର- ଅଂଶୁମାନ ମହାନ୍ତି
ଜଗତସିଂହପୁର- ଚିରଞ୍ଜୀବୀ ବିଶ୍ବାଳ
କାକଟପୁର- ବିଶ୍ବ ଭୂଷଣ ଦାସ
ବ୍ରହ୍ମଗିରି- ଉମାକାନ୍ତ ବରାଳ
ସତ୍ୟବାଦୀ- ପ୍ରସାଦ ହରିଚନ୍ଦନ
ଏକାମ୍ର ଭୁବନେଶ୍ବର- ରଶ୍ମିରେଖା ମହାପାତ୍ର
ଜଟଣୀ- ସୁରେଶ କୁମାର ରାଉତରାୟ
ରଣପୁର- ଶୁଭଶ୍ରୀ ପଣ୍ଡା
ଖଲ୍ଲିକୋଟ- ଭୋକଳି ସେଠୀ
ସୋରଡା- ସଂଗ୍ରାମ ମହାନ୍ତି
ଦିଗପହଣ୍ଡି- ପ୍ରଫୁଲ୍ଲ ପଣ୍ଡା (ପୂର୍ବରୁ ଥିଲେ ବିସ୍ମୟ ମହାପାତ୍ର)
ପାରଳାଖେମୁଣ୍ଡି- କେ.ସୂର୍ଯ୍ୟ ରାଓ
ରାୟଗଡା- ଆପ୍ପାଲଶ୍ଵାମୀ କାଡ୍ରାକା
ଲକ୍ଷ୍ମୀପୁର- କୈଳାଶ କୁଲେସିକା
କୋଟପାଡ଼- ଚନ୍ଦ୍ରଶେଖର ମାଝୀ

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details