ଓଡିଶା

odisha

ETV Bharat / state

ବାତ୍ୟା ପାଇଁ ସବୁ ପରୀକ୍ଷା ବାତିଲ

ଘଣ୍ଟା ପ୍ରତି 10 କିଲୋମିଟର ବେଗରେ ମାଡି ଆସୁଛି ବାତ୍ୟା ଫନି । ଏହାକୁ ନଜରରେ ରଖି ବୈଷୟିକ ବିଭାଗରେ ବଡ ପଦକ୍ଷେପ । ବାତିଲ ହୋଇଛି ସବୁ ଗୁରୁତ୍ବପୂର୍ଣ୍ଣ ପରୀକ୍ଷା । ଇଞ୍ଜିନିୟରିଂ, ଏମବିଏସ, ଏମସିଏ ଆଦି ସବୁ ସେମିଷ୍ଟାରକୁ ଟାଇମଟେବୁଲକୁ ରି-ସେଡ୍ୟୁଲ କରାଯାଇଛି ।

By

Published : May 1, 2019, 1:53 PM IST

ପ୍ରତିକାତ୍ମକ ଫଟୋ

ଭୁବନେଶ୍ବର: ଘଣ୍ଟା ପ୍ରତି 10 କିଲୋମିଟର ବେଗରେ ମାଡି ଆସୁଛି ବାତ୍ୟା ଫନି । ଏହାକୁ ନଜରରେ ରଖି ବୈଷୟିକ ବିଭାଗରେ ବଡ ପଦକ୍ଷେପ । ବାତିଲ ହୋଇଛି ସବୁ ଗୁରୁତ୍ବପୂର୍ଣ୍ଣ ପରୀକ୍ଷା । ଇଞ୍ଜିନିୟରିଂ, ଏମବିଏସ, ଏମସିଏ ଆଦି ସବୁ ସେମିଷ୍ଟାରକୁ ଟାଇମଟେବୁଲକୁ ରି-ସେଡ୍ୟୁଲ କରାଯାଇଛି ।

ଫଟୋ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର

ଆସନ୍ତା 2, 3 ଓ 4 ତାରିଖରେ ଯେଉଁସବୁ ବୈଷୟିକ ପରୀକ୍ଷା ରହିଛି, ତାହାକୁ ଯଥାକ୍ରମେ 25, 27 ଏବଂ 28 ତାରିଖକୁ ଘୁଞ୍ଚାଇ ଦିଆଯାଇଛି । ଏପଟେ ଗୁରୁବାର ଠାରୁ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ସବୁ ଶିକ୍ଷାନୁଷ୍ଠାନ ବନ୍ଦ କରିଦିଆଯାଇଛି ।

ଫଟୋ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details