ଓଡିଶା

odisha

ETV Bharat / state

ଚତୁର୍ଥ ପର୍ଯ୍ୟାୟ ନାମାଙ୍କନ ପ୍ରକ୍ରିୟା: ବିଧାନସଭା ଆସନ ପାଇଁ 139 ଜଣ ପ୍ରାର୍ଥୀଙ୍କ ଆବେଦନ

ଚତୁର୍ଥ ପର୍ଯ୍ୟାୟ ନାମାଙ୍କନ ଦାଖଲ ପ୍ରକ୍ରିୟାର ପ୍ରଥମ ଦିନରେ ବିଧାନସଭା ଆସନ ପାଇଁ139ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।

By

Published : Apr 8, 2019, 11:31 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ଚତୁର୍ଥ ପର୍ଯ୍ୟାୟ ନାମାଙ୍କନ ଦାଖଲ ପ୍ରକ୍ରିୟାର ପ୍ରଥମ ଦିନରେ ବିଧାନସଭା ଆସନ ପାଇଁ139ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ତେବେ ଚତୁର୍ଥ ପର୍ଯ୍ୟାୟରେ 42ଟି ବିଧାନସଭା ଆସନ ପାଇଁ ସର୍ବମୋଟ 207 ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଥିବା ଜଣାପଡିଛି ।

ସେହିପରି ଲୋକସଭା ଆସନ ପାଇଁ ସର୍ବମୋଟ 32ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଥିବା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details