ଓଡିଶା

odisha

By

Published : Jan 13, 2021, 9:22 PM IST

ETV Bharat / state

ପରିବହନ ବ୍ୟବସ୍ଥାକୁ ସୁବ୍ୟବସ୍ଥିତ ପାଇଁ ଗଠନ ହେଲା ଟ୍ରକମାଲିକ ସଂଘ

ପରିବହନ ବ୍ୟବସ୍ଥାକୁ ସୁବ୍ୟବସ୍ଥିତ ପାଇଁ ଅଣ୍ଟା ଭିଡିଲା ଟ୍ରକ ମାଲିକ ସଂଘ । ପରିବହନକୁ ନେଇ ପ୍ରଶାସନକୁ ସମସ୍ତ ପ୍ରକାର ସହାୟତା ମଧ୍ୟ ଯୋଗାଇ ଦିଆଯିବ । ଅଧିକ ପଢନ୍ତୁ...

The truck owners' association was formed to streamline the transportation system
ପରିବହନ ବ୍ୟବସ୍ଥାକୁ ସୁବ୍ୟବସ୍ଥିତ ପାଇଁ ଗଠନ ହେଲା ଟ୍ରକମାଲିକ ସଂଘ

ବୌଦ୍ଧ : ଜିଲ୍ଲାରେ ପରିବହନ ବ୍ୟବସ୍ଥାକୁ ସୁବ୍ୟବସ୍ଥିତ ପାଇଁ ଅଣ୍ଟା ଭିଡିଲା ଟ୍ରକ ମାଲିକ ସଂଘ । ଜିଲ୍ଲାର ବିଭିନ୍ନ ମଣ୍ଡିରୁ ଧାନ,କପା,କେନ୍ଦୁପତ୍ର, ଟିମ୍ବର ଆଦି ପରିବହନ କ୍ଷେତ୍ରରେ ଟ୍ରକର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । ବିଭିନ୍ନ କ୍ଷେତ୍ରରେ ସହାୟତା ସହ ପରିବହନକୁ ନେଇ ପ୍ରଶାସନକୁ ସମସ୍ତ ପ୍ରକାର ସହାୟତା ମଧ୍ୟ ଯୋଗାଇ ଦିଆଯିବ। ବୁଧବାର ବୌଦ୍ଧ ଟ୍ରକ ମାଲିକ ସଂଘ ଗଠନ ଅବସରରେ ଏଭଳି ସୂଚନା ଦେଇଛି ।

ପରିବହନ ବ୍ୟବସ୍ଥାକୁ ସୁବ୍ୟବସ୍ଥିତ ପାଇଁ ଗଠନ ହେଲା ଟ୍ରକମାଲିକ ସଂଘ

ଜିଲ୍ଲାର ଡିଷ୍ଟିଲାରୀ,ଟିମ୍ବର ଓ କେନ୍ଦୁପତ୍ର ଦେଶର ବିଭିନ୍ନ ପ୍ରାନ୍ତକୁ ପରିବହନ ହୋଇଥାଏ । ଏଥିରେ ଜିଲ୍ଲାର ଟ୍ରକ ଗୁଡିକର ପ୍ରମୁଖ ଭୂମିକା ରହିଆସିଛି । ତେବେ ଏହି ପରିବହନ ବ୍ୟବସ୍ଥାକୁ ଅଧିକ ବ୍ୟବସ୍ଥିତ କରିବାକୁ ଟ୍ରକ ମାଲିକ ସଂଘ ଗଠନ କରାଯାଇଥିବା ନୂତନ ସଂପାଦକ ସୂଚନା ଦେଇଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି,ଇଟିଭି ଭାରତ

ABOUT THE AUTHOR

...view details