ବୌଦ୍ଧ: ଆଜି(ରବିବାର) ବିଶ୍ବ ମାତୃ ଦିବସ । ମା' ପାଇଁ ଦିନଟିଏ । ସମଗ୍ର ବିଶ୍ବ ଆଜି ଏହି ଦିବସକୁ ପାଳନ କରୁଛି । ମା'ର ବାତ୍ସଲ୍ୟ, ମମତା, ତ୍ୟାଗ, ତପସ୍ୟା, ବଳିଦାନକୁ ସମ୍ମାନ ଜଣାଇବାକୁ ପ୍ରତିବର୍ଷ ମେ ମାସର ଦ୍ବିତୀୟ ରବିବାରକୁ ବିଶ୍ବ ମାତୃ ଦିବସ (ମଦର୍ସ ଡେ) ଭାବେ ପାଳନ କରାଯାଉଛି ।
ବୌଦ୍ଧର ସୁଧାର ଗୃହରେ ମାତୃ ଦିବସ ପାଳିତ
ଆଜି(ରବିବାର) ବିଶ୍ବ ମାତୃ ଦିବସ । ତେବେ ଏହି ଦିବସ ବୌଦ୍ଧର ଗୁଟୁପାଲି ସୁଧାର ଗୃହରେ ଧୁମଧାମରେ ପାଳିତ ହୋଇଛି ।
ଡିଜାଇନ ଫଟୋ
ସେପଟେ ଏହି ଦିବସକୁ ରାଜ୍ୟର ବିଭିନ୍ନ ସ୍ଥାନରେ ମଧ୍ୟ ପାଳନ କରାଯାଇଛି । ବୌଦ୍ଧର ଗୁଟୁପାଲି ସୁଧାର ଗୃହରେ ମାତୃ ଦିବସ ପାଳିତ ହୋଇଛି । ମହମବତୀ ଜଳାଇ ମହିଳା ଓ ଝିଅ ମାନେ ମାତୃ ଦିବସ ପାଳନ କରିଛନ୍ତି ।
ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ