ଓଡିଶା

odisha

ମହାମାରୀ ସମୟରେ ବୌଦ୍ଧରେ କିରାସିନି କଳାବଜାର ଅଭିଯୋଗ

By

Published : Jun 7, 2020, 7:44 PM IST

Updated : Jun 7, 2020, 9:20 PM IST

ଜିଲ୍ଲାର ବିଭିନ୍ନ ପଞ୍ଚାୟତରେ କୋରୋନା ସମୟରେ କେତେକ ପଞ୍ଚାୟତରେ କିରାସିନିର ବ୍ୟାପକ କଳାବଜାରୀ ହେଉଥିବା ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଅଭିଯୋଗ ହୋଇଛି ।

kerosine black marketing in boudh, boudh latest news, kerosine black marketing, boudh district BJP, Boudh supply officer, ବୌଦ୍ଧରେ କିରାସିନି କଳାବଜାରୀ, ବୌଦ୍ଧ ଲାଟେଷ୍ଟ ନ୍ୟୁଜ୍‌, କିରାସିନି କଳାବଜାର, ବୌଦ୍ଧ ଜିଲ୍ଲା ବିଜେପି, ବୌଦ୍ଧ ଯୋଗାଣ ଅଧିକାରୀ
ମହାମାରୀ ସମୟରେ ବୌଦ୍ଧରେ କିରାସିନି କଳାବଜାର ଅଭିଯୋଗ

ବୌଦ୍ଧ: ଜିଲ୍ଲାର ବିଭିନ୍ନ ପଞ୍ଚାୟତରେ କୋରୋନା ସମୟରେ କେତେକ ପଞ୍ଚାୟତରେ କିରାସିନିର ବ୍ୟାପକ କଳାବଜାରୀ ହେଉଥିବା ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଅଭିଯୋଗ ହୋଇଛି । ଏନେଇ ଜିଲ୍ଲା ବିଜେପି ପକ୍ଷରୁ ବୌଦ୍ଧ ଜିଲ୍ଲାପାଳଙ୍କୁ ଭେଟି ଏ ସମ୍ପର୍କରେ ଆଲୋଚନା କରାଯାଇଥିବା ବେଳେ ଜିଲ୍ଲା ପରିଷଦ ସଭ୍ୟଙ୍କ ଅଭିଯୋଗ ପରେ ହରଭଙ୍ଗା ବ୍ଲକର ଦୁଇ ତିନୋଟି ପଞ୍ଚାୟତରେ ଯୋଗାଣ ସହାୟକ ହିତାଧିକାରୀଙ୍କ ବଳକା ଅର୍ଥ ଫେରାଇଥିଲେ । ଯାହା ବର୍ତ୍ତମାନ ଚର୍ଚ୍ଚାର ବିନ୍ଦୁ ପାଲଟିଛି ।

ମହାମାରୀ ସମୟରେ ବୌଦ୍ଧରେ କିରାସିନି କଳାବଜାର ଅଭିଯୋଗ

ସେପଟେ ଏବେବି କିଛି ନିର୍ଦ୍ଦିଷ୍ଟ ପଞ୍ଚାୟତରେ କିରାସିନିର କଳାବଜାର ହେଉଥିବା ଅଭିଯୋଗ ହୋଇଛି । ତେବେ ସରକାରଙ୍କ ଧାର୍ଯ୍ୟ ଦର ବିଭିନ୍ନ ସମୟରେ ବଦଳୁଥିବା ଯୋଗୁଁ ଏଭଳି ସମସ୍ୟା ସୃଷ୍ଟି ହୋଇଥିବା ଯୋଗାଣ ଅଧିକାରୀ ସଫେଇ ଦେଇଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Last Updated : Jun 7, 2020, 9:20 PM IST

ABOUT THE AUTHOR

...view details