ବୌଦ୍ଧ:ଆସୁଛି ଆଲୋକର ପର୍ବ ଦୀପାବଳି । ଏନେଇ ଚଳଚଞ୍ଚଳ ଗାଁ ଠୁ ସହର । ହେଲେ ଏହି ଦୀପାବଳିରେ ମାଟି ଦିପ ପ୍ରସ୍ତୁତ କରୁଥିବା କୁମ୍ଭାର ସମ୍ପ୍ରଦାୟଙ୍କ ଜୀବିକା ଏବେ ଅନ୍ଧାକାରରେ । ବୌଦ୍ଧ ଜିଲ୍ଲାର ଗଡଜାତ ଶାସନ କାଳରୁ ମାଟିଦୀପ ପାଇଁ ପ୍ରସିଦ୍ଧି ଲାଭ କରିଥିବା ମାଉଳିସିଙ୍ଗା ଗାଁରେ ରହିଛନ୍ତି କୁମ୍ଭାର ପରିବାର । ବର୍ତ୍ତମାନ ଏ କୁମ୍ଭାର ସମ୍ପ୍ରଦାୟ ଦୁର୍ଦ୍ଦିନରେ କାଳ କାଟୁଛନ୍ତି ।
ଆସୁଛି ଦୀପାବଳି, କାନ୍ଦୁଛି କୁମ୍ଭାର - boudha news
ଆସୁଛି ଆଲୋକର ପର୍ବ ଦୀପାବଳି । ଏନେଇ ଚଳଚଞ୍ଚଳ ଗାଁ ଠୁ ସହର । ହେଲେ ଏହି ଦୀପାବଳିରେ ମାଟି ଦୀପ ପ୍ରସ୍ତୁତ କରୁଥିବା କୁମ୍ଭାର ସମ୍ପ୍ରଦାୟଙ୍କ ଜୀବିକା ଏବେ ଅନ୍ଧାକାରରେ । ଅଧିକ ପଢନ୍ତୁ...
ଆସୁଛି ଦୀପାବଳୀ, ହେଲେ ଅନ୍ଧକାରରେ କୁମ୍ଭାର ସମ୍ପ୍ରଦାୟ
ନିଜ ପାରମ୍ପରିକ କୌଳିକ ବୃତ୍ତିକୁ ଆପଣେଇଥିବା କୁମ୍ଭାର ଗତ ଦୁଇ ବର୍ଷ ହେଲା କୋରୋନା ପାଇଁ ଛଟପଟ ହେଉଛନ୍ତି । କଟକଣା ଯୋଗୁଁ ବଜାର ଉପରେ ଗଭୀର ପ୍ରଭାବ ପଡିଥିବା ହେତୁ ଏମାନଙ୍କ ଜୀବନ ଜୀବିକା ମଧ୍ୟ ପ୍ରଭାବିତ ହୋଇଛି । ଯାହାକୁ ନେଇ ସଙ୍କଟରେ ଏବେ କୁଳ ବେଉସା । କୁମ୍ଭାର ସମ୍ପ୍ରଦାୟକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହୋଇଛି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ