ଓଡିଶା

odisha

ETV Bharat / state

ଭଦ୍ରକ ଗସ୍ତରେ ଆଇନ ମନ୍ତ୍ରୀ; ବହୁ ପ୍ରକଳ୍ପ ଉଦଘାଟନ

ଭଦ୍ରକ ସହରରେ ବହୁ ପ୍ରକଳ୍ପ ଉଦଘାଟନ କଲେ ଆଇନ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ।

By

Published : Sep 6, 2019, 10:48 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ

ଭଦ୍ରକ: ଭଦ୍ରକ ଜିଲ୍ଲା ଗସ୍ତରେ ଆସିଛନ୍ତି ଆଇନ ମନ୍ତ୍ରୀ । ଏହି ଗସ୍ତ ସମୟରେ ରାଜ୍ୟ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଭଦ୍ରକରେ ବିପୁଳ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଛି । ଗସ୍ତ ଅବସରରେ ମନ୍ତ୍ରୀ ଆଜି ଭଦ୍ରକର ବିଭିନ୍ନ ପ୍ରକଳ୍ପ କଲ୍ୟାଣ ମଣ୍ଡପ, ମାର୍କେଟ କମ୍ପ୍ଲେକ୍ସ ସହ ରାସ୍ତାର ଶୁଭ ଉଦଘାଟନ କରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ

ଏହି ଉଦଘାଟନ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଭଦ୍ରକ ବିଧାୟକଓ ସାଂସଦଙ୍କ ସହ ବହୁ ବରିଷ୍ଠ ବିଜେଡି ନେତା କର୍ମୀ ଉପସ୍ଥିତ ଥିଲେ ।


ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details