ଓଡିଶା

odisha

ETV Bharat / state

ରାଣିତାଲ ରେଲୱେ ଷ୍ଟେସନରେ ଅଘଟଣ

ଭଦ୍ରକ ରାଣିତାଲ ରେଲୱେ ଷ୍ଟେସନରେ ଅଘଟଣ । ଠିଆ ହୋଇଥିବା ଏକ ରେଳ ଇଞ୍ଜିନ ଉପରକୁ ଜଣେ ଯୁବକ ଚଢି ଯିବାରୁ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ପୋଡିହୋଇ ତଳେ ପଡିଯାଇଥିଲେ । ଅଧିକ ପଢନ୍ତୁ..

By

Published : Feb 14, 2020, 4:13 AM IST

Updated : Feb 14, 2020, 4:30 AM IST

ରାଣିତାଲ ରେଲୱେ ଷ୍ଟେସନରେ ଅଘଟଣ
ରାଣିତାଲ ରେଲୱେ ଷ୍ଟେସନରେ ଅଘଟଣ

ଭଦ୍ରକ: ଜିଲ୍ଲାର ରାଣିତାଲ ରେଲୱେ ଷ୍ଟେସନରେ ଅଘଟଣ । ଠିଆ ହୋଇଥିବା ଏକ ରେଳ ଇଞ୍ଜିନ ଉପରକୁ ଜଣେ ଯୁବକ ଚଢି ଯିବାରୁ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ପୋଡିହୋଇ ତଳେ ପଡିଯାଇଥିଲେ ।

ରାଣିତାଲ ରେଲୱେ ଷ୍ଟେସନରେ ଅଘଟଣ

ସ୍ଥାନୀୟ ଲୋକ ଏନେଇ ଅଗ୍ନିସମ ବାହିନୀକୁ ଫୋନ କରିଥିଲେ । ଖବର ପାଇ ଅଗ୍ନିଶମ ବାହିନୀ ଆସି ତାଙ୍କୁ ଉଦ୍ଧାର କରି ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରିଥିଲେ । ତେବେ କେଉଁ ପରିସ୍ଥିତିରେ ଯୁବକ ଜଣକ ରେଳ ଇଞ୍ଜିନ ଉପରକୁ ଚଢି ବିଦ୍ୟୁତ ସଂଯୋଗକୁ ଆସିଲେ ସେନେଇ ରେଳବାଇ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି । ପୀଡିତ ଯୁବକଙ୍କ କୌଣସି ପରିଚୟ ମିଳି ପାରିନାହିଁ ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Last Updated : Feb 14, 2020, 4:30 AM IST

ABOUT THE AUTHOR

...view details