ଓଡିଶା

odisha

ETV Bharat / state

ଭଦ୍ରକରେ ପ୍ରଥମ କୋରୋନା ଜନିତ ମୃତ୍ୟୁ, ସିଲ ହେଲା 3ଟି ଓ୍ବାର୍ଡ

ଜିଲ୍ଲାରେ ଜଣେ ହୋମିଓପାଥିକ ଡାକ୍ତରଙ୍କର କୋରୋନାରେ ମୃତ୍ୟୁ ପରେ ପ୍ରଶାସନ ପକ୍ଷରୁ ସମସ୍ତ ସୁରକ୍ଷ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଅଧିକ ପଢନ୍ତୁ...

ଭଦ୍ରକରେ ପ୍ରଥମ କୋରୋନା ଜନିତ ମୃତ୍ୟୁ, ସିଲ ହେଲା 3ଟି ଓ୍ବାର୍ଡ
ଭଦ୍ରକରେ ପ୍ରଥମ କୋରୋନା ଜନିତ ମୃତ୍ୟୁ, ସିଲ ହେଲା 3ଟି ଓ୍ବାର୍ଡ

By

Published : Jul 9, 2020, 3:19 PM IST

ଭଦ୍ରକ: ଜିଲ୍ଲାରେ ପ୍ରଥମ କୋରନା ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି । ଧାମନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ଅଞ୍ଚଳର ଜଣେ ହୋମିଓପାଥିକ ଡାକ୍ତର କୋରୋନା ପଜିଟିଭ ଚିହ୍ନଟ ହେବା ପରେ ତାଙ୍କର ମୃତ୍ୟୁ ହୋଇଛି । ଯାହାକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ଯାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ଭଦ୍ରକରେ ପ୍ରଥମ କୋରୋନା ଜନିତ ମୃତ୍ୟୁ, ସିଲ ହେଲା 3ଟି ଓ୍ବାର୍ଡ

ସେ ଯେହେତୁ ଅନେକ ଲୋକଙ୍କୁ ହୋମିଓପାଥିକ ଚିକିତ୍ସା କରିଥିଲେ। ତେଣୁ ବହୁ ଲୋକ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି, ଯାହା ବର୍ତ୍ତମାନ ଜିଲ୍ଲା ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି। ଏହିପରି ବିଗିଡା ସ୍ଥିତକୁ ଦେଖି, ଧାମନଗର ଏନଏସି ଅଧିନରେ ଥିବା 3ଟି ୱାର୍ଡକୁ ଜିଲ୍ଲା ପ୍ରଶାସନ ପକ୍ଷରୁ କଣ୍ଟେନମେନ୍ଟ ଜୋନ ଭାବେ ଘୋଷଣା କରାଯାଇଛି। ଏଥିସହ କଣ୍ଟାକ୍ଟ ଟ୍ରେସିଂ ମଧ୍ୟ ଜାରି ରହିଛି ।

ତେବେ କୋରନା ଆକ୍ରାନ୍ତ ଚିହ୍ନଟ ହେବା ପରେ ସମ୍ପୃକ୍ତ ବ୍ୟକ୍ତିଙ୍କ ମୃତ୍ୟୁ ହୃଦଘାତ ଯୋଗୁଁ ହୋଇଥିବା ସୂଚନା ମିଳିଛି।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details