ଓଡିଶା

odisha

ETV Bharat / state

ଭଦ୍ରକରେ କୋରୋନା ନେଲା ଦ୍ବିତୀୟ ମୁଣ୍ଡ

ରାଜ୍ୟରେ କୋରୋନା ମାମଲା ଥମିବାର ନାମ ନେଉନଥିବା ବେଳେ ଭଦ୍ରକ ଜିଲ୍ଲାରେ ଦ୍ବିତୀୟ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।

corona
ଭଦ୍ରକରେ କୋରୋନା ନେଲା ଦ୍ବିତୀୟ ମୁଣ୍ଡ

By

Published : Jul 24, 2020, 1:59 PM IST

ଭଦ୍ରକ:ରାଜ୍ୟରେ କୋରୋନା ମାମଲା ଥମିବାର ନାମ ନେଉନଥିବା ବେଳେ ଭଦ୍ରକ ଜିଲ୍ଲାରେ ଦ୍ବିତୀୟ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ବୟସ 60 ବର୍ଷ ବୋଲି ଜଣାପଡିଛି।

ଭଦ୍ରକରେ କୋରୋନା ନେଲା ଦ୍ବିତୀୟ ମୁଣ୍ଡ

ସେ ପୂର୍ବରୁ ଉଚ୍ଚ ରକ୍ତଚାପ ଓ ମଧୁମେହ ରୋଗରେ ପୀଡ଼ିତ ଥିଲେ। ତେବେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା ଭଦ୍ରକ ଜିଲ୍ଲାପାଳ ଜ୍ଞାନ ଦାସ ଟ୍ୱିଟ ଯୋଗେ ସୂଚନା ଦେଇଛନ୍ତି । ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details