ଓଡିଶା

odisha

ETV Bharat / state

ଗୁହାଳରେ ଭୟାବହ ଅଗ୍ନିକାଣ୍ଡ, 5 ଛେଳି ଜୀବନ୍ତ ଦଗ୍ଧ 3 ଗୋରୁ ଆହତ

ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ କାଉପୁର ବେଲ ଗଡିଆ ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ । ଅଗ୍ନୀକାଣ୍ଡରେ 5 ଛେଳି ଜୀବନ୍ତ ଦଗ୍ଧ ହୋଇଥିବା ବେଳେ 3 ଗୋରୁ ଆହତ ହୋଇଛନ୍ତି । ଅଧିକ ପଢନ୍ତୁ...

By

Published : Aug 25, 2020, 5:27 PM IST

ଗୁହାଳରେ ଭୟାବହ ଅଗ୍ନୀକାଣ୍ଡ 5 ଛେଳି ଜୀବନ୍ତ ଦଗ୍ଧ, 3 ଗୋରୁ ଆହତ
ଗୁହାଳରେ ଭୟାବହ ଅଗ୍ନୀକାଣ୍ଡ 5 ଛେଳି ଜୀବନ୍ତ ଦଗ୍ଧ, 3 ଗୋରୁ ଆହତ

ଭଦ୍ରକ: ଗୁହାଳରେ ଭୟାବହ ଅଗ୍ନିକାଣ୍ଡ । ଅଗ୍ନୀକାଣ୍ଡର ପ୍ରକୋପ ଏ ଭଳି ଥିଲା ଯେ 5 ଛେଳି ଜୀବନ୍ତ ଦଗ୍ଧ ହୋଇଥିବା ବେଳେ 3 ଗୋରୁ ଆହତ ହୋଇଛନ୍ତି । ଏ ଭଳି ଅଭାବନୀୟ ଘଟଣା ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଞ୍ଚଳରେ ଘଟିଛି ।

ଗୁହାଳରେ ଭୟାବହ ଅଗ୍ନୀକାଣ୍ଡ 5 ଛେଳି ଜୀବନ୍ତ ଦଗ୍ଧ, 3 ଗୋରୁ ଆହତ

ସୂଚନା ଅନୁଯାୟୀ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ କାଉପୁର ବେଲ ଗଡିଆ ଗ୍ରାମରେ ଅଜୟ ସାହୁଙ୍କ ପରିବାର ଲୋକ ଘରେ ଥିବା ସମୟରେ ହଠାତ ତାଙ୍କ ଗୁହାଳ ଘରେ ନିଆଁ ଲାଗିଯାଇଥିଲା । ଏହା ପରେ ସେଠାରୁ ଗୋରୁ ମାନଙ୍କୁ ଉଦ୍ଧାର କରିବା ପରେ ନିଆଁର ପ୍ରକୋପ ବଢିଯାଇଥିଲା ଏହାପରେ ଭଦ୍ରକ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ସେତେବେଳକୁ ନିଆଁରେ ପୋଡି ହୋଇ 5 ଟି ଛେଳି ଜୀବନ୍ତ ଦଗ୍ଧ ହୋଇଯାଇଥିଲେ । ଅଗ୍ନିକାଣ୍ଡ ବିଦ୍ୟୁତ ସର୍ଟସର୍କିଟରୁ ହୋଇଥିବା ଜଣାପଡିଛି।

ଭଦ୍ରକରୁ ଦେବାଶିଷ ମହାପାତ୍ର,ଇଟଭି ଭାରତ

ABOUT THE AUTHOR

...view details