ଓଡିଶା

odisha

ETV Bharat / state

ପ୍ରଶାନ୍ତ ଭୂଷଣଙ୍କ ବାକ୍ ସ୍ବାଧିନତା ସୁରକ୍ଷା ଦାବି କଲେ ଚାନ୍ଦବାଲି ଆଇନଜୀବୀ

ଚାନ୍ଦବାଲି ବ୍ଲକ ଆଇନଜୀବୀଙ୍କ ପ୍ରତିବାଦ । ସୁପ୍ରିମକୋର୍ଟ ଆଇନଜୀବୀ ପ୍ରଶାନ୍ତ ଭୂଷଣଙ୍କ ବାକ ସ୍ବାଧୀନତା ସୁରକ୍ଷା ଦାବିକରି ଚାନ୍ଦବାଲି ଓକିଲ ସଂଘ ପକ୍ଷରୁ ଗୁରୁବାର ପ୍ରତିବାଦ କରାଯାଇଛି ।

Chandbali lawyers
ପ୍ରଶାନ୍ତ ଭୂଷଣଙ୍କ ବାକ୍ ସ୍ବାଧିନତା ସୁରକ୍ଷା ଦାବି କଲେ ଚାନ୍ଦବାଲି ଆଇନଜୀବୀ

By

Published : Aug 20, 2020, 7:42 PM IST

ଭଦ୍ରକ: ଚାନ୍ଦବାଲି ବ୍ଲକ ଆଇନଜୀବୀଙ୍କ ପ୍ରତିବାଦ । ସୁପ୍ରିମକୋର୍ଟ ଆଇନଜୀବୀ ପ୍ରଶାନ୍ତ ଭୂଷଣଙ୍କ ବାକ ସ୍ବାଧୀନତା ସୁରକ୍ଷା ଦାବିକରି ଚାନ୍ଦବାଲି ଓକିଲ ସଂଘ ପକ୍ଷରୁ ଗୁରୁବାର ପ୍ରତିବାଦ କରାଯାଇଛି । ଏଥିସହ ଭାରତୀୟ ସମ୍ବିଧାନିକ ବିଧି ବ୍ୟବସ୍ଥା ମଧ୍ୟରେ ଥିବା ବାକ ସ୍ବାଧୀନତା ଅଧିକାର ପାଇଁ ଦାବି କରାଯାଇଛି ।

ଆଇନଜୀବୀ ମାନେ ଏକତ୍ରିତ ହୋଇ ଚାନ୍ଦବାଲି କୋର୍ଟ କାର୍ଯ୍ୟାଳୟ ଫାଟକ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଭାବେ ଏକ ପ୍ରତିବାଦ ସଭା କରାଯାଇଛି । ଏହି ପ୍ରତିବାଦ ସଭାରେ ପ୍ରଶାନ୍ତ ଭୂଷଣଙ୍କ ଉପରେ ହୋଇଥିବା ମିଥ୍ୟା ମାମଲା ପ୍ରତ୍ୟାହାର ପାଇଁ ଆଇନଜୀବୀ ମାନେ ଦାବି କରିଛନ୍ତି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details