ଓଡିଶା

odisha

ETV Bharat / state

ଦ୍ବିତୀୟ ପର୍ଯ୍ୟାୟ ମତଦାନ, କ’ଣ କହୁଛନ୍ତି ବରଗଡର ଭୋଟର

ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ମତଦାନ କେନ୍ଦ୍ରରେ ଲମ୍ବା ଲାଇନରେ ମତଦାତା । ଚଳିତଥର ପୁରୁଷଙ୍କ ତୁଳନାରେ ମହିଳା ଭୋଟରଙ୍କ ସଂଖ୍ୟା ଅଧିକା ରହିଛି । ତେବେ ବରଗଡ ନିର୍ବାଚନ ମଣ୍ଡଳୀରେ ଭୋଟ ଦେଇ ଆସିଥିବା ନୂଆ ମହିଳା ଭୋଟରଙ୍କ ପ୍ରତିକ୍ରିୟା କଣ ରହିଛି , ଦେଖନ୍ତୁ

ଫଟୋ ସୌଜନ୍ୟ- ସମ୍ବାଦଦାତା, ବରଗଡ

By

Published : Apr 18, 2019, 7:33 PM IST

ବରଗଡ: ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ମତଦାନ କେନ୍ଦ୍ରରେ ଲମ୍ବା ଲାଇନରେ ମତଦାତା । ନିଜ ପସନ୍ଦର ନେତାଙ୍କୁ ଭୋଟ ଦେଇ ସମସ୍ତେ ଉତ୍ସାହିତ । କିଏ ପ୍ରଥମ ଥର ତ ପୁଣି କିଏ ଶହେ ବର୍ଷ ବୟସରେ ମଧ୍ୟ ଆସି ଦେଉଛନ୍ତି ଭୋଟ । ଚଳିତଥର ପୁରୁଷଙ୍କ ତୁଳନାରେ ମହିଳା ଭୋଟରଙ୍କ ସଂଖ୍ୟା ଅଧିକା ରହିଛି । ତେବେ ବରଗଡ ନିର୍ବାଚନ ମଣ୍ଡଳୀରେ କିଛି ନୂଆ ମହିଳା ଭୋଟର ରହିଛନ୍ତି, ଯେଉଁମାନେ ପ୍ରଥମ ଥର ଭୋଟ ଦେଇ ନିଜ ପ୍ରତିକ୍ରିୟା ରଖିଚନ୍ତି । ଶୁଣନ୍ତୁ ଭୋଟକୁ ନେଇ କଣ ରହିଛି ସେମାନଙ୍କ ମତାମତ ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ବରଗଡ

ସୂଚନା ମୁତାବକ, ଦ୍ବିତୀୟ ପର୍ଯ୍ୟାୟରେ ବରଗଡ, ସୁନ୍ଦରଗଡ, ବଲାଙ୍ଗୀର, କନ୍ଧମାଳ ଓ ଆସ୍କା ଅଧିନରେ 35ଟି ବିଧାନସଭା ପାଇଁ ଭୋଟଗ୍ରହଣ ହୋଇଛି । ବରଗଡରେ ସଂନ୍ଧ୍ୟା 6 ସୁଦ୍ଧା 51 ପ୍ରତିଶତ ମତଦାନ ହୋଇଥିବା ନେଇ ସୂଚନା ମିଳିଛି ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details