ବାଲେଶ୍ବର: ପୁଣି ଆଇନକୁ ଫୁ । ଭୋଗରାଇ ପରେ ସୋରରେ ବେଆଇନ ତିନି ତଲାକ । ପଠାଣ ମହଲାର ରେସୋ ଖାତୁନ ପତୀ ସହିମ ଖାଁଙ୍କ ନାମରେ ଆଣିଲେ ସଙ୍ଗୀନ ଅଭିଯୋଗ ।
ବାଲେଶ୍ବରର ସୋରରେ ପଠାଣମହଲାର ରେସୋ ଖାତୁନ ନିଜ ସ୍ବାମୀ ସହିମ ଖାଁ ସରିଅତଙ୍କ ନାମରେ ଅଭିଯୋଗ ଆଣିଛନ୍ତି । ମହିଳା ଜଣକ ବାଲେଶ୍ବର ଏସପି ବି ଯୁଗଳ କିଶୋର ଓ ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କୁ ଭେଟି ଅଭିଯୋଗ କରିଛନ୍ତି । କାର୍ଯ୍ୟନୁଷ୍ଠାନ ପାଇଁ ସୋର ଆଇଆଇସିଙ୍କୁ ନିର୍ଦ୍ଦେଶ ହୋଇଛି ।