ଓଡିଶା

odisha

By

Published : Sep 5, 2020, 8:18 PM IST

ETV Bharat / state

ଉଦ୍ଧାର ହେଲା 6 ଫୁଟିଆ ଚମ୍ପା ନାଗ

ଉଦ୍ଧାର ହେଲା 6 ଫୁଟିଆ ଚମ୍ପା ନାଗ । ବାଲେଶ୍ଵର ଜିଲ୍ଲା ନୀଳଗିରି ବନ ବିଭାଗ ଅଧିନ ଡେଙ୍ଗାସାହି ଗ୍ରାମର ଭରତ କବାଟ ଘରୁ ଏକ ୬ ଫୁଟିଆ ଚମ୍ପା ନାଗ ସାପ ଉଦ୍ଧାର କରି ଗାଁ ଲୋକ ସାପକୁ କ୍ଷୀର ପିଇବା ପାଇଁ ଦେଇଥିବା ଜଣାପଡିଛି । ଅଧିିକ ପଢନ୍ତୁ...

The 6-foot-tall Champa snake was rescued
ଉଦ୍ଧାର ହେଲା 6 ଫୁଟିଆ ଚମ୍ପା ନାଗ

ବାଲେଶ୍ଵର: ଉଦ୍ଧାର ହେଲା 6 ଫୁଟିଆ ଚମ୍ପା ନାଗ । ବାଲେଶ୍ଵର ଜିଲ୍ଲା ନୀଳଗିରି ବନ ବିଭାଗ ଅଧିନ ଡେଙ୍ଗାସାହି ଗ୍ରାମର ଭରତ କବାଟଙ୍କ ଘରୁ ଏକ ୬ ଫୁଟିଆ ଚମ୍ପା ନାଗ ସାପ ଉଦ୍ଧାର କରି ଗାଁ ଲୋକ ସାପକୁ କ୍ଷୀର ପିଇବା ପାଇଁ ଦେଇଥିବା ଜଣାପଡିଛି ।

ଉଦ୍ଧାର ହେଲା 6 ଫୁଟିଆ ଚମ୍ପା ନାଗ

ଗାଁ ନିକଟ ସ୍ଵର୍ଣଚୁଡ଼ ପର୍ବତ ଓ ଜଙ୍ଗଲରୁ ଖାଦ୍ୟ ଅନ୍ୱେଷଣରେ ଗ୍ରାମାଭିମୁଖୀ ହୋଇ ଘର ଭିତରକୁ ପ୍ରବେଶ କରୁଥିବା ବେଳେ ଘର ଲୋକେ ସାପଟିକୁ ଦେଖି ଭୟଭୀତ ହୋଇଯାଇଥିଲେ ।

ସ୍ନେକ ହେଲ୍ପଲାଇନ ସଦସ୍ୟ ତାପସ ରଞ୍ଜନ ରାଉତଙ୍କୁ ଖବର ଦେବାପରେ ସେ ସାପଟିକୁ ଉଦ୍ଧାର କରି ଜଙ୍ଗଲରେ ଛାଡିଥିବା ଜଣାପଡିଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details