ବାଲେଶ୍ଵର: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ 8 ଦଫା ଦାବି ନେଇ ସ୍କିମ ୱାର୍କର ମାନଙ୍କ ଜେଲ ଭରୋ ଆନ୍ଦୋଳନ। ଷ୍ଟେସନ ଛକରୁ ଏକ ଶୋଭାଯାତ୍ରାରେ ବାହାରି ସିଆଇଟିୟୁ ନେତୃତ୍ବରେ ସ୍କିମ ୱାର୍କରମାନେ ଜିଲ୍ଲାପାଳଙ୍କ ଅଫିସ ଆଗରେ ପହଞ୍ଚିଥିଲେ।
୮ ଦଫା ଦାବି ନେଇ ସ୍କିମ ୱାର୍କରଙ୍କ ଜେଲ ଭରୋ ଆନ୍ଦୋଳନ
ସ୍କିମ ପ୍ରଥା ଉଚ୍ଛେଦ, ସର୍ବନିମ୍ନ 21 ହଜାର ଟଙ୍କା ମଜୁରୀ ପ୍ରଦାନ କରିବା, ସାମାଜିକ ସୁରକ୍ଷା ଦେବା, ଶ୍ରମ ଆଇନ ସଂଶୋଧନ ବାତିଲ କରିବା, ଶ୍ରମଜୀବୀ ମହିଳାମାନଙ୍କୁ ନିରାପତ୍ତା ଭଳି 8 ଦଫା ଦାବି ନେଇ ସ୍କିମ ୱାର୍କରମାନଙ୍କ ଜେଲ ଭରୋ ଆନ୍ଦୋଳନ। ଆଗକୁ ପଢନ୍ତୁ..
movement-for-4-point-demand
ସେଠାରେ ସ୍କିମ ପ୍ରଥା ଉଚ୍ଛେଦ, ସର୍ବନିମ୍ନ 21 ହଜାର ଟଙ୍କା ମଜୁରୀ ପ୍ରଦାନ କରିବା, ସାମାଜିକ ସୁରକ୍ଷା ଦେବା, ଶ୍ରମ ଆଇନ ସଂଶୋଧନ ବାତିଲ କରିବା, ଶ୍ରମଜୀବୀ ମହିଳାମାନଙ୍କୁ ନିରାପତ୍ତା ଭଳି ଦାବି ଉପସ୍ଥାପନ କରାଯାଇଥିଲା । ଦାବି ସମୂହକୁ ନେଇ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଜେଲ ଭରୋ ଆନ୍ଦୋଳନ କରାଯାଇଥିଲା।
ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ