ଓଡିଶା

odisha

ଆୟୁର୍ବେଦ ସର୍ବୋତ୍କୃଷ୍ଟ ଚିକିତ୍ସା ପଦ୍ଧତି: ପ୍ରତାପ ଷଡଙ୍ଗୀ

By

Published : Oct 25, 2019, 9:54 PM IST

ବାଲେଶ୍ବରରେ ଜାତୀୟ ଆୟୁର୍ବେଦ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ।

ଆୟୁର୍ବେଦ ଦିବସ ପାଳିଳେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ

ବାଲେଶ୍ବର: ଅକ୍ଟୋବର 25 କୁ ଜାତୀୟ ଆୟୁର୍ବେଦ ଦିବସ ଭାବେ ପାଳନ କରାଯାଉଛି । ବାଲେଶ୍ବରରେ ଜାତୀୟ ଆୟୁର୍ବେଦ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ।

ଆୟୁର୍ବେଦ ଦିବସ ପାଳିଳେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ


ଜିଲ୍ଲା ଆୟୁର୍ବେଦିକ ଚିକିତ୍ସାଧିକାରୀ ଡା. ସୁରେନ୍ଦ୍ର ନାଥ ମହାରଣାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ଏହି କାର୍ଯ୍ୟକ୍ରମ । ଦୈନନ୍ଦିନ ଜୀବନରେ ଆୟୁର୍ବେଦ ଚିକିତ୍ସାର ଉପକାରୀତା ଓ ଘରୋଇ ଔଷଧୀୟ ବୃକ୍ଷର ବହୁଳ ପ୍ରସାର ଉପରେ ମନ୍ତ୍ରୀ ଆଲୋକପାତ କରିଥିଲେ।

ଏହା ସହିତ କାର୍ଯ୍ୟକ୍ରମରେ ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ା ଓ ଅବସରପ୍ରାପ୍ତ ଆୟୁର୍ବେଦ ଉପ ନିର୍ଦେଶକ ଡା. କୁନାନନ୍ଦ ଗିରି ପ୍ରମୁଖ ଯୋଗଦେଇଥିଲେ।


ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details