ବାଲେଶ୍ବର: ନାବାଳିକାକୁ ବିଷ ପିଆଇ ହତ୍ୟା ଅଭିଯୋଗ । ବାଲେଶ୍ବର ଜିଲ୍ଲା ନୀଳଗିରି ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଜଣେ ନାବାଳିକାକୁ ଏକ ଇଟା ଭାଟିର ମାଲିକ ବିଷ ପିଆଇ ହତ୍ୟା କରିଥିବା ପରିବାର ଲୋକେ ନୀଳଗିରି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।
ନାବାଳିକାକୁ ବିଷ ପିଆଇ ହତ୍ୟା କଲେ ଇଟାଭାଟି ମାଲିକ !
ବାଲେଶ୍ବର ଜିଲ୍ଲା ନୀଳଗିରି ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଜଣେ ନାବାଳିକାକୁ ଏକ ଇଟା ଭାଟିର ମାଲିକ ବିଷ ପିଆଇ ହତ୍ୟା କରିଥିବା ପରିବାର ଲୋକେ ନୀଳଗିରି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଧିକ ପଢନ୍ତୁ...
ନାବାଳିକାକୁ ବିଷ ପିଆଇ ହତ୍ୟା କଲେ ମାଲିକ
ନାବାଳିକା ଜଣଙ୍କ ଇଟା ଭାଟି ପାଖରେ ଥିବା ପୋଖରୀକୁ କୌଣସି କାମରେ ଯାଇଥିବା ବେଳେ ସେଠାରେ ଇଟା ଭାଟି ମାଲିକ ଓ ତାଙ୍କର ସହଯୋଗୀମାନେ ନାବାଳିକାଙ୍କୁ ବିଷ ଦେଇ ମାରି ଦେଇଥିବା ଅଭିଯୋଗ ହୋଇଛି ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ