ଓଡିଶା

odisha

ETV Bharat / state

ବଜ୍ରାଘାତରେ ନାବାଳକ ମୃତ

ବାଲେଶ୍ବର ସୋରରେ ଅଘଟଣ । ବଜ୍ରଘାତରେ ନାବାଳକର ମୃତ୍ୟୁ । ଗୋପୀନାଥପୁର ଅଞ୍ଚଳର ମଙ୍ଗଳପୁର ଗାଁର ଘଟଣା ।

By

Published : Aug 17, 2019, 8:16 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା,ବାଲେଶ୍ବର

ବାଲେଶ୍ବର: ସୋର ଅଞ୍ଚଳରେ ବଜ୍ରାଘାତ ଯୋଗୁଁ ଜଣେ ନାବାଳକର ମୃତ୍ୟୁ ହୋଇଛି । ସୋର ଥାନା ଗୋପୀନାଥପୁର ମଙ୍ଗଳପୁର ଗ୍ରାମର ହରି ସିଂଙ୍କ 11 ବର୍ଷର ପୁଅ ଖଳ ଆଜି ଅପରାହ୍ନରେ ବିଲରୁ ଫେରୁଥିବା ବେଳେ ଘଟିଥିଲା ଅଘଟଣ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା,ବାଲେଶ୍ବର

ବଜ୍ରାଘାତ ଯୋଗୁଁ ଘଟଣାସ୍ଥଳରେ ହିଁ ଟଳି ପଡ଼ିଥିଲେ ଖଳ । ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ତୁରନ୍ତ ସୋର ମେଡିକାଲରେ ଭର୍ତ୍ତି କରିଥିଲା । ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details