ଓଡିଶା

odisha

ETV Bharat / state

ଚାନ୍ଦିପୁର ବେଳାଭୂମିରୁ ମୃତ ଡ଼ଲଫିନ ଉଦ୍ଧାର

ଚାନ୍ଦିପୁର ବେଳାଭୂମିରେ ଏକ ବଡ଼ ମୃତ ଡ଼ଲଫିନ ଦେଖିବାକୁ ମିଳିଛି । ଗଭୀର ସମୁଦ୍ରରେ ବଡ ଜାହାଜ କିମ୍ବା ବୋଟରେ ମାଡ଼ ହୋଇ ଡ଼ଲଫିନଟି ମୃତ୍ୟୁବରଣ କରିଥିବା ଆଶଙ୍କା କରାଯାଉଛି ।

By

Published : Jul 20, 2019, 11:19 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ବାଲେଶ୍ୱର: ଚାନ୍ଦିପୁର ବେଳାଭୂମିରେ ଏକ ବଡ଼ ମୃତ ଡ଼ଲଫିନ ଦେଖିବାକୁ ମିଳିଛି । ଡ଼ଲଫିନର ଓଜନ ପ୍ରାୟ 1 କ୍ଵିଣ୍ଟାଲରୁ ଊର୍ଦ୍ଧ ହେବ ବୋଲି ଜଣାପଡ଼ିଛି । ଗଭୀର ସମୁଦ୍ରରେ ବଡ ଜାହାଜ କିମ୍ବା ବୋଟରେ ମାଡ଼ ହୋଇ ଡ଼ଲଫିନଟି ମୃତ୍ୟୁବରଣ କରିଥିବା ଆଶଙ୍କା କରାଯାଉଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ତେବେ ଡ଼ଲଫିନର ପେଟରେ ଗଭୀର ଆଘାତ ଲାଗିଥିବା ବେଳେ ଜୁଆର ସମୟରେ ଭାସି ଭାସି ଆସି କୂଳରେ ଲାଗିଥିବା ଦେଖିବାକୁ ମିଳିଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details