ଓଡିଶା

odisha

ETV Bharat / state

ପାଣିରେ ବୁଡି ଦିବ୍ୟାଙ୍ଗ ନାବାଳକ ମୃତ

ବାଲେଶ୍ବର ଜିଲ୍ଲା ଖନ୍ତାପଡ଼ା ଥାନା ଅଧିନ ବଇତା ଗ୍ରାମରେ ଅଘଟଣ । 10 ବର୍ଷର ଦିବ୍ୟାଙ୍ଗ ନାବାଳକ ଗୌତମ ବେହେରା ଘର ପାଖ ଗାଡ଼ିଆରେ ବୁଡିଯିବାରୁ ମୃତ୍ୟୁ ଘଟିଛି । ଅଧିକ ପଢନ୍ତୁ...

By

Published : Oct 29, 2019, 5:57 PM IST

ଫଟୋ ସୌଜନ୍ୟ- ସମ୍ବାଦଦାତା, ବାଲେଶ୍ବର

ବାଲେଶ୍ବର: ଜିଲ୍ଲା ଖନ୍ତାପଡ଼ା ଥାନା ଅଧିନ ବଇତା ଗ୍ରାମରେ ଅଘଟଣ । ପାଣିରେ ବୁଡିଯିବାରୁ ଜଣେ ଦିବ୍ୟାଙ୍ଗ ନାବାଳକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ବାଲେଶ୍ବର

ମିଳିଥିବା ସୂଚନା ଅନୁସାରେ, ବଇତା ଗ୍ରାମର 10 ବର୍ଷର ନାବାଳକ ଗୌତମ ବେହେରା ଘର ପାଖ ଗାଡ଼ିଆରେ ପଡିଯାଇ ଆଉ ଉଠିପାରିନଥିଲେ । ପରେ ବହୁ ଖୋଜାଖୋଜି ପରେ ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ବାଲେଶ୍ଵର ମେଡିକାଲକୁ ନେଇଥଲେ।

ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିବା ଜଣାପଡ଼ିଛି ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details