ବାଲେଶ୍ବର: ବାତ୍ୟା ଅମ୍ଫାନକୁ ନେଇ ବାଲେଶ୍ଵର ଜିଲ୍ଲା ପ୍ରଶାସନ ସଜାଗ ରହିଛି। ତଳିଆ ଅଞ୍ଚଳରେ ଥିବା ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି।
ବାଲେଶ୍ବରର 136 ପଞ୍ଚାୟତର 70 ହଜାରରୁ ଅଧିକ ଲୋକ ହେବେ ସ୍ଥାନାନ୍ତର
ଅମ୍ଫାନକୁ ନେଇ ବାଲେଶ୍ଵର ଜିଲ୍ଲା ପ୍ରଶାସନ ସଜାଗ ରହିଛି। ତଳିଆ ଅଞ୍ଚଳରେ ଥିବା ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି।ଅଧିକ ପଢନ୍ତୁ..
cyclone-amphan-update-in-baleswara
ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ