ଓଡିଶା

odisha

ETV Bharat / state

କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କ ସମୀକ୍ଷା, ଅନଲାଇନ ପଟ୍ଟାକୁ ଗୁରୁତ୍ୱ

ବାଲେଶ୍ଵରରେ କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ ସୁରେଶ ଚନ୍ଦ୍ର ଦଳାଇଙ୍କ ସମୀକ୍ଷା ବୈଠକରେ ଜମିଜମା ଠାରୁ ଆରମ୍ଭ କରି ଲୋକମାନେ କେମିତି ଜମି ପଟ୍ଟା ସୁବିଧାରେ ପାଇପାରିବେ ସେନେଇ ଆଲୋଚନା କରାଯାଇଥିଲା । ଅଧିକ ପଢନ୍ତୁ

କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କ ସମୀକ୍ଷା, ଅନଲାଇନ ପଟ୍ଟାକୁ ଗୁରୁତ୍ୱ
କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କ ସମୀକ୍ଷା, ଅନଲାଇନ ପଟ୍ଟାକୁ ଗୁରୁତ୍ୱ

By

Published : May 25, 2022, 7:04 PM IST

ବାଲେଶ୍ଵର: ଜିଲ୍ଲା ପ୍ରଶାସନ ତଥା ବିଭିନ୍ନ ବିଭାଗର ଅଧିକାରୀଙ୍କୁ ନେଇ କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ ସୁରେଶ ଚନ୍ଦ୍ର ଦଳାଇ ଏକ ସମୀକ୍ଷା ବୈଠକ କରିଛନ୍ତି । ଏଥିରେ ଜିଲ୍ଲାର ଜମିଜମା ଠାରୁ ଆରମ୍ଭ କରି ଲୋକମାନେ କେମିତି ଜମି ପଟ୍ଟା ପାଉତି ଆଦି ସୁବିଧାରେ ପାଇପାରିବେ ସେନେଇ ଆଲୋଚନା କରାଯାଇଥିଲା ।

କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କ ସମୀକ୍ଷା, ଅନଲାଇନ ପଟ୍ଟାକୁ ଗୁରୁତ୍ୱ

ଏହାସହ ବିଭିନ୍ନ ବିଭାଗର ରାଜସ୍ବ ଆଦାୟ ସମ୍ପର୍କରେ ଆଲୋଚନା କରାଯାଇଥିଲା । ବିଶେଷ କରି ରାଜସ୍ବ ବିଭାଗର କାର୍ଯ୍ୟ ଉପରେ ଅଧିକ ଗୁରୁତ୍ବାରୋପ କରାଯାଇଥିଲା । ସାଧାରଣ ଲୋକମାନେ ଯେମିତି ପଟ୍ଟା ପାଇବା ପାଇଁ ଅସୁବିଧା ଭୋଗୁଛନ୍ତି, ସେଥିପାଇଁ ଅନଲାଇନରେ ଉପଲବ୍ଧ କରାଇବା ବନ୍ଦୋବସ୍ତ ନେଇ ଆଲୋଚନା କରାଯାଇଥିଲା ।

ବାଲେଶ୍ଵରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details