ବାଲେଶ୍ବର: ବହୁଚର୍ଚ୍ଚିତ ପ୍ରାଣୀଧନ ଚିକିତ୍ସକଙ୍କୁ ଗଣଦୁଷ୍କର୍ମ କରି ଜୀଅନ୍ତା ପୋଡ଼ି ମାରିଦେବା ଘଟଣା ସମଗ୍ର ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ସୋମବାର ଏନେଇ ବାଲେଶ୍ବର ଜିଲ୍ଲାରେ ପ୍ରତିବାଦ ସ୍ବରୂପ ମହମବତୀ ଶୋଭାଯାତ୍ରା କରାଯାଇଛି। ଏକ ଘରୋଇ ଶିକ୍ଷାନୁଷ୍ଠାନର ଶତାଧିକ ଛାତ୍ରଛାତ୍ରୀ ଅପରାଧୀଙ୍କୁ କଠୋର ଦଣ୍ଡ ଦାବି କରିବା ସହ ପୀଡିତାଙ୍କ ପାଇଁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ସହରର ଫାଣ୍ଡିଛକରୁ ଏକ ମୋହମବତୀ ଶୋଭାଯାତ୍ରାରେ ବାହାରି ଛାତ୍ରଛାତ୍ରୀ ସହର ପରିକ୍ରମା କରିଥିଲେ।
ହାଇଦ୍ରାବାଦ ପୀଡିତାଙ୍କୁ ନ୍ୟାୟ ଦାବିରେ କ୍ୟାଣ୍ତେଲ ଶୋଭାଯାତ୍ରା - ପଶୁ ଡାକ୍ତରାଣୀଙ୍କୁ ଗଣଦୁଷ୍କର୍ମ
ବହୁଚର୍ଚ୍ଚିତ ପ୍ରାଣୀଧନ ଚିକିତ୍ସକଙ୍କୁ ଗଣଦୁଷ୍କର୍ମ କରି ଜୀଅନ୍ତା ପୋଡ଼ି ମାରିଦେବା ଘଟଣା ସମଗ୍ର ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ସୋମବାର ଏନେଇ ବାଲେଶ୍ବର ଜିଲ୍ଲାରେ ପ୍ରତିବାଦ ସ୍ବରୂପ ମହମବତୀ ଶୋଭାଯାତ୍ରା କରାଯାଇଛି।
ନ୍ୟାୟ ଦାବିରେ କ୍ୟାଣ୍ତେଲ ଶୋଭାଯାତ୍ରା
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ