ବାଲେଶ୍ବର: ନୂଆ ମୋଟର ଯାନ ଆଇନ ସମସ୍ତଙ୍କୁ ଭୟଭୀତ କରି ରଖିଛି । ମୋଟା ଅଙ୍କର ଫାଇନ ଲାଗୁ ହେବା ପରଠୁ ନାହିଁନଥିବା ଭିଡ ଜମିଛି ଆରଟିଓ ସାମ୍ନାରେ । ଲୋକମାନେ ଗାଡି କାଗଜ ପତ୍ର ସାଙ୍ଗକୁ ଡ୍ରାଇଭିଂ ଲାଇସେନ୍ସ ପାଇଁ ଆରଟିଓରେ ଲମ୍ବା ଲାଇନ ଲଗାଉଛନ୍ତି।
ଡରାଉଛି ଫାଇନ, ଆରଟିଓ ସାମ୍ନାରେ ଲମ୍ବା ଲାଇନ
ନୂଆ ମୋଟର ଯାନ ଆଇନ ସମସ୍ତଙ୍କୁ ଭୟଭୀତ କରି ରଖିଛି । ମୋଟା ଅଙ୍କର ଫାଇନ ଲାଗୁ ହେବା ପରଠୁ ନାହିଁନଥିବା ଭିଡ ଜମିଛି ବାଲେଶ୍ବର ଆରଟିଓ ସାମ୍ନାରେ।
ଫଟୋ ସୌଜନ୍ୟ: ସମ୍ବାଦଦାତା ବାଲେଶ୍ବର
ଲୋକଙ୍କ ଭିଡ଼ ଓ ବ୍ୟସ୍ତତାକୁ ନେଇ ଅସାଧୁତା ବଢିଛି କି, ସେ ବିଷୟରେ ଲାଇନରେ ଛିଡା ହୋଇଥିବା ଲୋକଙ୍କ ସହ ଆଲୋଚନା କରିଛନ୍ତି ଆମ ସମ୍ବାଦଦାତା। ଦେଖନ୍ତୁ ଏହି ଭିଡିଓ...
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ