ଓଡିଶା

odisha

ବେଆଇନ କରତକଳରେ ଚଢ଼ାଉ, ଲକ୍ଷାଧିକ ଟଙ୍କାର କାଠ ଓ ଯନ୍ତ୍ରାଂଶ ଜବତ

By

Published : Jul 21, 2020, 5:56 PM IST

ବାଲେଶ୍ବର ଜିଲ୍ଲା ସୋର ଥାନା ବାଳଙ୍ଗ ଓ ସିମୁଳିଆ ଥାନା ଅଞ୍ଚଳରେ ବେଆଇନ କରତକଳ ଉପରେ ଚଢାଉ । ଲକ୍ଷାଧିକ ଟଙ୍କାର କାଠ ସହିତ ଯନ୍ତ୍ରାଂଶ ଜବତ କରିଛି ବନବିଭାଗ ଓ ପୋଲିସ । ଅଧିକ ପଢନ୍ତୁ...

ବେଆଇନ କରତକଳ ଉପରେ ଚଢ଼ାଉ,ଲକ୍ଷାଧିକ ଟଙ୍କାର କାଠ ଓ ଯନ୍ତ୍ରାଂଶ ଜବତ
ବେଆଇନ କରତକଳ ଉପରେ ଚଢ଼ାଉ,ଲକ୍ଷାଧିକ ଟଙ୍କାର କାଠ ଓ ଯନ୍ତ୍ରାଂଶ ଜବତ

ବାଲେଶ୍ବର: ବେଆଇନ କରତକଳ ଉପରେ ଚଢାଉ । ବାଲେଶ୍ବର ଜିଲ୍ଲା ସୋର ଥାନା ବାଳଙ୍ଗ ଓ ସିମୁଳିଆ ଥାନା ଅଞ୍ଚଳରେ ଲକ୍ଷାଧିକ ଟଙ୍କାର କାଠ ସହିତ ଯନ୍ତ୍ରାଂଶ ଜବତ କରିଛି ବନବିଭାଗ ଓ ପୋଲିସ ।

ବେଆଇନ କରତକଳ ଉପରେ ଚଢ଼ାଉ,ଲକ୍ଷାଧିକ ଟଙ୍କାର କାଠ ଓ ଯନ୍ତ୍ରାଂଶ ଜବତ

ବାଲେଶ୍ବର ଜିଲ୍ଲା ସୋର ଥାନା ବାଳଙ୍ଗ ଓ ସିମୁଳିଆ ଥାନା ମଇତାପୁର ଅଞ୍ଚଳରେ ଚାଲୁଥିବା ବେଆଇନ କରତକଳ ଉପରେ ବନ ବିଭାଗ ଓ ପୋଲିସ ପ୍ରଶାସନ ମିଳିତ ଭାବେ ଚଢାଉ କରିଛି । ବାଲେଶ୍ବର ଜିଲ୍ଲା ଡିଏଫଓ ବିଶ୍ବରାଜ ପଣ୍ଡାଙ୍କ ନିର୍ଦ୍ଦେଶ କ୍ରମେ ଦୀର୍ଘଦିନ ଧରି ବେଆଇନ ଭାବେ ଚାଲୁଥିବା କରତକଳ ଗୁଡିକ ଉପରେ ଚଢ଼ାଉ କରାଯାଇଥିଲା ।ବେଆଇନ କରତକଳ ଚାଲୁଥିବା ନେଇ ପୂର୍ବରୁ ବହୁବାର ଅଭିଯୋଗ ହୋଇ ଆସୁଥିଲା । ଚଢାଉରେ ଲକ୍ଷାଧିକ ଟଙ୍କାର ମୂଲ୍ୟବାନ କାଠ ସହିତ ଯନ୍ତ୍ରାଂଶ ଜବତ କରିଛି।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ,ଇଟିଭି ଭାରତ

ABOUT THE AUTHOR

...view details