ବାଲେଶ୍ବର : ବାଲିଆପାଳ ଥାନା ଅଞ୍ଚଳରେ ପ୍ରେମୀଯୁଗଳ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ବାଲିଆପାଳ ଥାନା ଅଧିନ ଡଗରା ବେଳାଭୂମିରେ ଥିବା ଝାଉଁଗଛରେ ରଶି ଲଗାଇଥିବା ଦେଖିବାକୁ ମିଳିଛି।
ଉଭୟ କଲେଜରେ ପଢୁଥିବା ଜଣାପଡୁଥିବା ବେଳେ ଆତ୍ମହତ୍ୟାର କାରଣ ପ୍ରେମ ସମ୍ପର୍କ ବୋଲି ସନ୍ଦେହ କରାଯାଉଛି । ଅନ୍ୟପଟେ ନାବାଳକ ମୃତ୍ୟୁକୁ ନେଇ ବାଲିଆପାଳରେ ଲାଗିରହିଛି ଉତ୍ତେଜନା ।