ଓଡିଶା

odisha

ETV Bharat / state

କାର୍ତ୍ତିକ ପୂର୍ଣ୍ଣିମା: ବାଲେଶ୍ବରରେ ୧୫୧ ଫୁଟର ନୌକା ନିର୍ମାଣ - କାର୍ତ୍ତିକ ପୂର୍ଣ୍ଣିମା ନ୍ୟୁଜ

କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ମଦନମୋହନ କ୍ଲବ ପକ୍ଷରୁ ୧୫୧ ଫୁଟର ନୌକା ନିର୍ମାଣ । ଏହି ନୌକାରେ ପ୍ଲାଷ୍ଟିକ ବ୍ୟବହାର କରାଯାଇ ନାହିଁ ।

କାର୍ତ୍ତିକ ପୂର୍ଣ୍ଣିମା

By

Published : Nov 12, 2019, 2:05 PM IST

ବାଲେଶ୍ବର: ଆଜି ହେଉଛି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା । ଆଜିର ଏହି ଦିନରେ ଜଳାଶୟମାନଙ୍କରେ ଡଙ୍ଗା ଭସାଇ ପ୍ରାଚୀନ ଉତ୍କଳର ନୌବାଣିଜ୍ୟ ପରମ୍ପରାକୁ ମନେ ପକାଉଛି ସାରା ରାଜ୍ୟ । ତେବେ ଏହି ଅବସରରେ ସୋର ବ୍ଲକ ଅଧୀନ ମାଣତ୍ରୀ ଗ୍ରାମପଞ୍ଚାୟତ ମଦନମୋହନ କ୍ଲବ ପକ୍ଷରୁ ୧୫୧ ଫୁଟର ନୌକା ନିର୍ମାଣ କରାଯାଇଛି ।

କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ୧୫୧ ଫୁଟର ନୌକା ନିର୍ମାଣ

ବିଶେଷ କରି ଏହି ନୌକାରେ ପ୍ଲାଷ୍ଟିକ ବ୍ୟବହାର କରାଯାଇ ନାହିଁ । ଏହି ନୌକା ନିର୍ମାଣରେ ବାଉଁଶ ଏବଂ କପଡାର ବ୍ୟବହାର କରାଯାଇଛି ।

ସୂଚନାଥାଉକି, ପ୍ରତିବର୍ଷ ଏଭଳି ବିଶାଳ ନୌକା ନିର୍ମାଣ କରି ମଦନମୋହନ କ୍ଲବ ଚର୍ଚ୍ଚାରେ ରହି ଆସିଛନ୍ତି ।


ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details