ବଲାଙ୍ଗୀର:ବଲାଙ୍ଗୀରରେ ଆଜି ପୌର ନିର୍ବାଚନ ପାଇଁ ଚାଲିଛି ଭୋଟ ଗ୍ରହଣ । ସକାଳ ଆଠଟାରୁ ମକ ପୋଲିଂ ପରେ ଭୋଟ ଗ୍ରହଣ ଚାଲିଛି । ଏହି ଭୋଟ ଗ୍ରହଣ ପ୍ରକ୍ରିୟାରେ ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ନିଜର ମତ ସାବ୍ୟସ୍ତ କରିଛନ୍ତି । ଲୋକେ ମଧ୍ୟ ଉତ୍ସାହ ସହ ମତଦାନ କରିବାକୁ ଆଗେଇ ଆସିଛନ୍ତି ।
Municipal Election: ଭୋଟ୍ ଦେଲେ କଂଗ୍ରେସର ବରିଷ୍ଠ ନେତା ନରସିଂହ ମିଶ୍ର
ବଲାଙ୍ଗୀରରେ ଆଜି ପୌର ନିର୍ବାଚନ ପାଇଁ ଚାଲିଛି ଭୋଟ ଗ୍ରହଣ । ସକାଳ ଆଠଟାରୁ ମକ ପୋଲିଂ ପରେ ଭୋଟ ଗ୍ରହଣ ଚାଲିଛି । ଏହି ଭୋଟ ଗ୍ରହଣ ପ୍ରକ୍ରିୟାରେ ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ନିଜର ମତ ସାବ୍ୟସ୍ତ କରିଛନ୍ତି । ଅଧିକ ପଢ଼ନ୍ତୁ
ଭୋଟ୍ ଦେଲେ ବିରୋଧି ଦଳ ନେତା ନରସିଂହ ମିଶ୍ର
ମୋଟ 84ଟି ବୁଥରେ ଏଠି ଭୋଟ ଗ୍ରହଣ ଚାଲୁଛି । ବିଧାୟକ ନରସିଂହ ଲକ୍ଷ୍ମୀନାରାୟଣ ସ୍କୁଲରେ ଥିବା ପୋଲିଂ ବୁଥକୁ ଯାଇ ନିଜର ମତ ସାବ୍ୟସ୍ତ କରିଛନ୍ତି । ଏହାସହ ଲୋକଙ୍କୁ ସେ ବହୁ ମାତ୍ରାରେ ଆସି ଭୋଟ ଦେବାକୁ ଅପିଲ କରିଛନ୍ତି । ତେବେ ସବୁଠି ଶାନ୍ତିପୂର୍ଣ୍ଣ ଭାବରେ ମତଦାନ ପ୍ରକ୍ରିୟା ଜାରି ରହିଛି ।
ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ
Last Updated : Mar 24, 2022, 12:26 PM IST