ଓଡିଶା

odisha

ETV Bharat / state

କୋଇଲା ଖଣିର ହଜାର ଫୁଟ ତଳେ ସ୍ଥିତି ପରଖିଲା ‘ଇଟିଭି ଭାରତ’ - ତାଳଚେର

କୋଇଲା ଖଣିରେ ମାଟି ଅତଡା ଧସିବା ଘଟଣାରେ ଜାରି ରହିଛି ଉଦ୍ଧାର କାର୍ଯ୍ୟ । ଯାହାର ସ୍ଥିତି ପରଖିଲା ‘ଇଟିଭି ଭାରତ’ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

By

Published : Jul 26, 2019, 11:16 PM IST

ଅନୁଗୋଳ: ତାଳଚେର ଭରତପୁର କୋଇଲା ଖଣିରେ ମାଟି ଅତଡା ଧସିବା ଘଟଣାରେ ଆଜି ପୁଣି 2ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି । ଏବେ ବି ଅତଡା ତଳେ ଚାପି ହୋଇଥିବା ଜଣଙ୍କର ମାତ୍ର ଗୋଟିଏ ଗୋଡ ମିଳିଥିବାବେଳେ ଜାରି ରହିଛି ଉଦ୍ଧାର କାର୍ଯ୍ୟ । ଉଦ୍ଧାର ହୋଇଥିବା ଦୁଇ ମୃତକ ହେଲେ ସୁପରଭାଇଜର ରଶ୍ମିରଞ୍ଜନ ବେହେରା, ପମ୍ପ ଖଲାସି ରାଜକିଶୋର ମହାପାତ୍ର ।

ଘଟଣାସ୍ଥଳରେ NDRF ଟିମ ଠାରୁ ଆରମ୍ଭ କରି ଖଣି ସୁରକ୍ଷା ଟିମ ମଧ୍ୟ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି ।
ତେବେ କିପରି ଚାଲିଛି କୋଇଲା ଖଣିର ଉଦ୍ଧାର କାର୍ଯ୍ୟ । ଯାହାକୁ ଗ୍ରାଉଣ୍ଡ ଜିରୋକୁ ଯାଇ ପରଖିଛନ୍ତି ଆମ ପ୍ରତିନିଧି । ତେବେ ଦେଖନ୍ତୁ କିପରି ଚାଲିଛି ଖଣି ଭିତରେ ଉଦ୍ଧାର ପ୍ରକ୍ରିୟା...

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

ଅନୁଗୋଳରୁ ସଞ୍ଜୀବ ରାଏ, ଇଟିଭି ଭାରତ

ABOUT THE AUTHOR

...view details