ଓଡିଶା

odisha

ETV Bharat / state

ଚାରି ଜଣଙ୍କୁ ହତ୍ୟା କରି ମାଟି ତଳେ ପୋତିବା ମାମଲା, ଝସ କେତନ ରାଉତ ଦୋଷୀ ସାବ୍ୟସ୍ତ

ଚାରି ଚାରି ଜଣଙ୍କୁ ମାରି ଗାତ ଖୋଳି ପୋତିବା ଅଭିଯୋଗରେ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିଛନ୍ତି ଅଦାଲତ । ଅନୁଗୋଳ ଜିଲ୍ଲା ଦୌରା ଜଜ ଅଶାନ୍ତ କୁମାର ଦାସ ଝସ କେତନ ରାଉତକୁ ଦୋଷୀ ସାବ୍ୟସ୍ତ କରିଛନ୍ତି ।

By

Published : Sep 15, 2020, 10:49 PM IST

ଚାରି ଜଣଙ୍କୁ ମାରି ହତ୍ୟା କରି ମାଟି ତଳେ ପୋତି ଦେଇଥିଲା ଦୁର୍ଦାନ୍ତ ଅପରାଧୀ ଅଶାନ୍ତ
ଚାରି ଜଣଙ୍କୁ ମାରି ହତ୍ୟା କରି ମାଟି ତଳେ ପୋତି ଦେଇଥିଲା ଦୁର୍ଦାନ୍ତ ଅପରାଧୀ ଅଶାନ୍ତ

ଅନୁଗୋଳ: ଚାରି ଚାରି ଜଣଙ୍କୁ ମାରି ଗାତ ଖୋଳି ପୋତିବା ଅଭିଯୋଗରେ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିଛନ୍ତି ଅଦାଲତ । ଅନୁଗୋଳ ଜିଲ୍ଲା ଦୌରା ଜଜ ଅଶାନ୍ତ କୁମାର ଦାସ ଝସ କେତନ ରାଉତକୁ ଦୋଷୀ ସାବ୍ୟସ୍ତ କରିଛନ୍ତି।

ଚାରି ଜଣଙ୍କୁ ମାରି ହତ୍ୟା କରି ମାଟି ତଳେ ପୋତି ଦେଇଥିଲା ଦୁର୍ଦାନ୍ତ ଅପରାଧୀ ଅଶାନ୍ତ

ପୂର୍ବରୁ ଦୁଇ ଭାଇଙ୍କୁ ମାରି ଗାତ ଖୋଳ ପୋତିବା ଅଭିଯୋଗରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ ଝସ ଆଉ ଦୁଇ ହତ୍ୟାକାଣ୍ଡରେ ମଧ୍ୟ ଦୋଷୀ ହୋଇଛି । ଆସନ୍ତା ସୋମବାର ଏହି ମାମଲାର ସଜା ଶୁଣାଇବେ କୋର୍ଟ ।

ଅନୁଗୋଳ ଜିଲ୍ଲା ଜରପଡା ଥାନା କୁଶକିଳା ଗାଁର ଝସ କେତନ ରାଉତ ଗତ 2016 ମସିହାରେ ଏହି ହତ୍ୟାକାଣ୍ଡ ଘଟାଇଥିଲା । କୁଶ କିଳା ଗାଁର ଯୋଗେଶ ଏବଂ ତାଙ୍କ ଭାଇ ହିରଣ୍ୟକ ଓ କୁକୁରପେଟା ଗାଁର ମାଉସୀ ଓ ପୁତୁରାକୁ ମାରି ଗାତ ଖୋଲି ପୋତି ଦେଇଥିଲା ଝସ କେତନ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details