ଓଡିଶା

odisha

ଲଗାଣ ବର୍ଷାରେ ଭିଜୁଛି ଅନୁଗୋଳ

ଗତ ରାତି(ସୋମବାର) ଠାରୁ ଅନୁଗୋଳରେ ଲାଗି ରହିଛି ବର୍ଷା । ତା ସାଙ୍ଗକୁ କୋହଲା ପବନ ଜନଜୀବନ ଅସ୍ତବ୍ୟସ୍ତ କରିପକାଇଛି । ପଢନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ...

By

Published : Feb 25, 2020, 10:11 AM IST

Published : Feb 25, 2020, 10:11 AM IST

rain in anugul
ଲଗାଣ ବର୍ଷାରେ ଭିଜୁଛି ଅନୁଗୋଳ

ଅନୁଗୋଳ: ଜିଲ୍ଲାରେ ଲାଗି ରହିଛି ଝିପି ଝିପି ବର୍ଷା । ବର୍ଷା ସାଙ୍ଗକୁ କୋହଲା ପବନ ବହିବା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି ।

ଲଗାଣ ବର୍ଷାରେ ଭିଜୁଛି ଅନୁଗୋଳ

ସୋମବାର ରାତିରୁ ଆରମ୍ଭ ହୋଇଯାଇଛି ବର୍ଷା । ଲଗାଣ ବର୍ଷା ଯୋଗୁଁ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଛି । ଘରୁ ବାହାରିବା କଷ୍ଟକର ହୋଇପଡିଛି । ଦୋକାନ ବଜାର ବନ୍ଦ ରହିଛି । ରାସ୍ତାଘାଟ ଖାଲି ଖାଲି ଲାଗୁଛି । କେବଳ ଅତି ଜରୁରୀ କାମରେ ହିଁ ଲୋକେ ଛତା ଧରି ବାହାରକୁ ବାହାରୁଛନ୍ତି । ତେବେ ଆଗକୁ ଆହୁରି ବର୍ଷା ହେବାର ଆଶଙ୍କା ରହିଛି । ଯାହାକୁ ନେଇ ଚିନ୍ତାରେ ଲୋକେ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details