ଓଡିଶା

odisha

ETV Bharat / state

ଶିଳ୍ପ ସଂସ୍ଥା ବଢାଉଛି ବାୟୁ ପ୍ରଦୂଷଣ; ଚିନ୍ତାରେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ - ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ

ପ୍ରଦୂଷଣ ନେଇ ଆଞ୍ଚଳିକ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଚିନ୍ତା ପ୍ରକଟ । ଏନେଇ ଅନୁଗୋଳରେ ବିଶ୍ୱ ମୁକ୍ତ ବାୟୁ ଦିବସ ପାଳିତ ।ଅଧିକ ପଢନ୍ତg...ୁ

ଶିଳ୍ପ ସଂସ୍ଥା ବଢାଉଛି ବାୟୁ ପ୍ରଦୂଷଣ; ଚିନ୍ତାରେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ
ଶିଳ୍ପ ସଂସ୍ଥା ବଢାଉଛି ବାୟୁ ପ୍ରଦୂଷଣ; ଚିନ୍ତାରେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ

By

Published : Sep 9, 2021, 8:00 AM IST

Updated : Sep 10, 2021, 8:33 AM IST

ଅନୁଗୋଳ: ଜିଲ୍ଲାରେ ବଢୁଛି ବାୟୁ ପ୍ରଦୂଷଣ । ବିଭିନ୍ନ ରାଷ୍ଟ୍ରାୟତ ଉଦ୍ୟୋଗ ସହିତ ଅନେକ ଘରୋଇ କମ୍ପାନୀ ଓ ଖୋଲା କୋଇଲା ଖଣି ଥିବା ଅନୁଗୋଳରେ କିଭଳି ବାୟୁ ପ୍ରଦୂଷଣ ରୋକି ହେବ ଏନେଇ ଚିନ୍ତା ପ୍ରକଟ କରିଛି ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ । ଏନେଇ ଆୟୋଜନ କରିଛି ବିଶ୍ୱ ମୁକ୍ତ ବାୟୁ ଦିବସ । ଏ ବୈଠକରେ ଜିଲ୍ଲାର ଏମସିଏଲ, ଜିନ୍ଦଲ, ଭୂଷଣ ସମେତ ବହୁ ବୃହତ ଶିଳ୍ପ ସଂସ୍ଥାର ବରିଷ୍ଠ ଅଧିକାରୀ, ପରିବେଶବିତ, ପ୍ରଶାସନିକ ଅଧିକାରୀମାନେ ମଧ୍ୟ ଯୋଗ ଦେଇଥିଲେ।

ଶିଳ୍ପ ସଂସ୍ଥା ବଢାଉଛି ବାୟୁ ପ୍ରଦୂଷଣ; ଚିନ୍ତାରେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ

ଶିଳ୍ପ ସଂସ୍ଥା ମାନେ ବାୟୁ ପ୍ରଦୂଷଣ ରୋକିବାକୁ କଣ କଣ ପଦକ୍ଷେପ ନେଇଛନ୍ତି । ସେନେଇ ପ୍ରୋଜେକ୍ଟ ଜରିଆରେ ପରିବେଷଣ କରିଥିଲେ। ଜିଲ୍ଲାରେ ବାୟୁ ପ୍ରଦୂଷଣ ରୋକିବା ପାଇଁ ଆଉ କଣ କରାଯିବା ଆବଶ୍ୟକ । ସେ ସମ୍ପର୍କରେ ପରିବେଶବିତ ମାନେ ପ୍ରସ୍ତାବ ଦେଇଥିଲେ। ଅନୁଗୋଳ ଭଳି ଏକ ଶିଳ୍ପ ଓ ଖଣି ବହୁଳ ଜିଲ୍ଲା ହୋଇଥିବାରୁ ବାୟୁ ପ୍ରଦୂଷଣ ଦିନକୁ ଦିନ ବୃଦ୍ଧି ପାଉଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Last Updated : Sep 10, 2021, 8:33 AM IST

ABOUT THE AUTHOR

...view details